KIMS Becomes First Hospital in Odisha to Conduct TMVR to Repair Heart Valve : Ommtv

KIMS Becomes First Hospital in Odisha to Conduct TMVR to Repair Heart Valve

KIMS Becomes First Hospital in Odisha to Conduct TMVR to Repair Heart Valve : Ommtv

KIMS Becomes First Hospital in Odisha to Conduct TMVR to Repair Heart Valve : Ommtv

 

Bhubaneswar, Jan 10: In a pioneering feat in the field of cardiac care, Kalinga Institute of Medical Sciences (KIMS), Bhubaneswar, marked a significant milestone by successfully conducting the first Transcatheter Mitral Valve Replacement (TMVR) procedure in Odisha to repair damaged valve. The breakthrough procedure was performed on a 69-year-old patient.

 

The patient, who had traversed multiple hospitals outside the state seeking treatment for a damaged heart valve, found hope at KIMS. He arrived at the hospital with a complex medical history, having undergone surgery 17 years earlier in New Delhi to replace two damaged heart valves with tissue prosthetics.

 

Despite his high-risk profile, including uncontrolled diabetes and chronic kidney disease, the team of doctors at KIMS, led by Assistant Professor Dr. Anupam Jena from the Department of Cardiac Science, undertook the TMVR.

 

Dr. Jena and his team skilfully executed the procedure, precisely replacing the malfunctioning valve. The successful operation highlights the expertise of KIMS in cutting-edge medical interventions and addresses the pressing need for such specialized treatments within Odisha.

 

One of the key outcomes of this milestone achievement is the alleviation of the burden on patients requiring TMVR procedures, who previously had to seek treatment outside the state. By offering this ground-breaking intervention locally, KIMS has saved crucial time and significantly reduced the associated costs for patients in need.

 

The patient has made a swift recovery post-procedure and was discharged from the hospital within a short period.

 

KIMS' successful execution of the TMVR procedure stands as a testament to the hospital's commitment to pioneering medical advancements and delivering world-class healthcare services.

 

The Founder of KIIT and KISS Dr Achyuta Samanta has lauded the team of doctors for successfully conducting the TMVR procedure, underlying the hospital’s commitment to provide advanced treatment with care and compassion.

Join New Bhubaneswar Press Club : 9439177630

                                                       

Actress Wanted to Kalinga Cine Arts New Music Album : Contact - 89080701 17

 

 

 

ଓଡ଼ିଶାରେ ପ୍ରଥମ: କିମ୍‍ସରେ ଟିଏମଭିଆର ଜରିଆରେ ହାର୍ଟ ଭାଲଭ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୦।୧: ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସକୁ ମିଳିଛି ଆଉ ଏକ ସଫଳତା। କିମ୍‍ସରେ ଟ୍ରାନ୍ସକ୍ୟାଥେଟର ମିଟ୍ରାଲ ଭାଲଭ୍ ରିପ୍ଲେସମେଣ୍ଟ (ଟିଏମଭିଆର) ପ୍ରକ୍ରିୟାରେ ଜନୈକ ୬୯ ବର୍ଷ ବୟସ୍କ ରୋଗୀଙ୍କଠାରେ ସଫଳ ହୃତପିଣ୍ଡ ଭାଲଭ୍‌ର ଅସ୍ତ୍ରୋପଚାର କରାଯାଇପାରିଛି। ରୋଗୀଙ୍କ ହୃତପିଣ୍ଡ ଭାଲଭ୍ କ୍ଷତିଗ୍ରସ୍ତ ହେବା ପରେ ସେ ରାଜ୍ୟ ବାହାରେ ବିଭିନ୍ନ ଚିକିତ୍ସାଳୟରେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। କିନ୍ତୁ ତାଙ୍କ ରୋଗର ଉପଶମ ହୋଇ ନ ଥିଲା। ୧୭ ବର୍ଷ ପୂର୍ବେ ନୂଆଦିଲ୍ଲୀର ଏକ ହସପିଟାଲରେ ତାଙ୍କ ଦୁଇଟି କ୍ଷତିଗ୍ରସ୍ତ ହୃତପିଣ୍ଡ ଭାଲଭ୍‌ରେ ଟିସୁ ପ୍ରୋସଥେଟିକ୍ସ ଅସ୍ତ୍ରୋପଚାର କରାଇଥିଲେ। ମାତ୍ର ଏଥିରେ ତାଙ୍କ ରୋଗ ସମ୍ପୂର୍ଣ୍ଣ ଉପଶମ ନ ହେବାରୁ ନିକଟରେ ସେ କିମ୍‍ସ ହୃଦ୍‌ରୋଗ ବିଭାଗର ସହକାରୀ ପ୍ରଫେସର ଡା. ଅନୁପମ ଜେନାଙ୍କ ସହ ପରାମର୍ଶ କରିଥିଲେ। ଡା. ଜେନାଙ୍କ ପରାମର୍ଶ କ୍ରମେ ସେ କିମ୍‍ସରେ ଅସ୍ତ୍ରୋପଚାର କରାଇଥିଲେ। ରୋଗୀଙ୍କଠାରେ ଅନିୟନ୍ତ୍ରିତ ମଧୁମେହ ଓ କ୍ରୋନିକ୍ କିଡନୀ ରୋଗ ଭଳି ଜଟିଳ ଶାରୀରିକ ସମସ୍ୟା ଥିଲା। ଏହା ସତ୍ତ୍ୱେ ଡା. ଅନୁପମ ଜେନାଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ରୋଗୀଙ୍କ (ଟିଏମ୍‌ଭିଆର୍‌) ପ୍ରଣାଳୀରେ ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ଏବେ ରୋଗୀ ଶୀଘ୍ର ସୁସ୍ଥ ଅଛନ୍ତି । ଏଭଳି ଅତ୍ୟାଧୁନିକ ହୃଦ୍‍ଯନ୍ତ୍ର ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ଡା. ଜେନା ଦାବି କରିଛନ୍ତି। ଏହା ସହିତ ସେ କହିଛନ୍ତି, ଓଡ଼ିଶାରେ ଏହି ସୁବିଧା ଉପଲବ୍‍ଧ ହେଉଥିବାରୁ ଏଣିକି ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ହୃଦ୍‍ରୋଗୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଏହି ସଫଳତା ପାଇଁ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀଦଳକୁ ପ୍ରଶଂସା କରିବା ସହ ରୋଗୀଙ୍କ ଆରୋଗ୍ୟ କାମନା କରିଛନ୍ତି।