ବକ୍ସIଇଡ଼ ଖଣି ଖନନ ପାଇଁ ଗ୍ରାମସଭା ଯଥାଶୀଘ୍ର କରାଯାଉ:Ommtv Kalingavikas
ବକ୍ସIଇଡ଼ ଖଣି ଖନନ ପାଇଁ ଗ୍ରାମସଭା ଯଥାଶୀଘ୍ର କରାଯାଉ:Ommtv Kalingavikas
ବକ୍ସIଇଡ଼ ଖଣି ଖନନ ପାଇଁ ଗ୍ରାମସଭା ଯଥାଶୀଘ୍ର କରାଯାଉ:Ommtv Kalingavikas

କଳାହାଣ୍ଡି ଜିଲ୍ଲା,୦୩/୦୬ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ଅର୍ଥନୈତିକ ଏକ ପୁନଃରୁଦ୍ଧାର ପାଇଁ ପ୍ରୟାସ କରି ଏକ ମିଳିତ ଭାବରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ବ୍ୟାନର ସ୍ଥାନୀୟ ନେତାମାନେ ଓ ଆଦିବାସୀ ଭାଇମାନେ ମିଶି ମାନ୍ୟବର ଭୋବାନୀପାଟଣା ସଦର ବିଧାୟକ ଶ୍ରୀଯୁକ୍ତ ସାଗର ଦାସଙ୍କୁ ଭେଟିଛନ୍ତି I ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସମସ୍ତ ସଭ୍ୟ ଗଣ ଓ ବିସ୍ଥାପିତ ହୋଇ ବିଦାନ୍ତରେ କାର୍ଯ୍ୟରତ ଥିବା ବ୍ୟକ୍ତି ବୃନ୍ଦ ମିଶି ଶ୍ରୀ ଦାସଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି I ଏହି ସ୍ମାରକପତ୍ରରେ ଉଲେଖ ଅଛିଯେ ବେଦାନ୍ତ ଆଜକୁ ୨୩ ବର୍ଷ ହେଲା ଚାଲିଲାଣି କିନ୍ତୁ ବେଦାନ୍ତର ନିଜସ୍ୱ କଞ୍ଚାମାଲ ପାଇଁ ବକ୍ସIଇଡ଼ ଖଣି ନାହିଁ I ବେଦାନ୍ତ ଆଜିକୁ ତେଇସି ବର୍ଷ ହେଲା ବାହାରୁ କଞ୍ଚାମାଲ ବକ୍ସIଇଡ଼ ଆଣି ପ୍ଲାଣ୍ଟକୁ ଚଲାଉଅଛି କିନ୍ତୁ ବେଦାନ୍ତକୁ ଓଡିଶା ରାଜ୍ୟର ପୂର୍ବ ସରକାର ବା ଏବର ସରକାର କିଏ ହେଲେବି ଦୁଃଖ ବୁଝିଲେ ନାହିଁ I ଯାହାଫଳରେ ବେଦାନ୍ତକୁ ଆଜି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ଏବେ ବର୍ତ୍ତମାନ ବେଦାନ୍ତର ନିଜସ୍ୱ ବକ୍ସIଇଡ଼ ଖଣି ବୋଲି କିଛି ନାହିଁ,ବେଦାନ୍ତ କମ୍ପାନୀ ବନ୍ଦ ହେବା ଉପରେ ତେଣୁକରି ଗ୍ରାମ ସଭା ଯଥୋଶୀଘ୍ର କରାଯଇ ବେଦାନ୍ତକୁ ବକ୍ସIଇଡ଼ କଞ୍ଚାମାଲ ଖନନ ପାଇଁ ନିର୍ଦେଶ ନ ହେଲେ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ବୋହୁ ନିରୀହ ବ୍ୟକ୍ତି ହଜାର ହଜାର ପରିବାର ବରବାଦ ହୋଇଯିବେ ଯାହାଫଳରେ ଦୁଇ ଜିଲ୍ଲାର ପରିବାର ଘର ବେଘର ହୋଇଯିବେ I ଏହି ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ଦୁଇ ଜିଲ୍ଲାର ସଭ୍ୟ ଙ୍କୁ ନେଇ ଗଠିତ ହୋଇ ଅଛି ତେଣୁକରି ଦୁଇ ଜିଲ୍ଲାର ସଭ୍ୟ ମିଶି ଭୋବାନୀପାଟଣା ସଦର ବିଧାୟକଙ୍କୁ ଭେଟିଛନ୍ତି ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ୩୫ ଜଣିଆ ଦଳ ତଥା ଅଞ୍ଚଳକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ,ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ନିର୍ମଳ ସାମଲ,ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ଉପସଭାପତି ବାଲି ନାଏକ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ କୋଷIଦକ୍ଷ ମହେଶ୍ୱର ପତି, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ପ୍ରଧାନ,ହରି ମାଝୀ,ଧାନ ମାଝୀ, ଲାଞ୍ଜିଗଡର ଜିଲ୍ଲା ପରିଷଦ ପରୀକ୍ଷିତ ନାଏକ,ପାତ୍ର ମାଝୀ, ସୁଶାନ୍ତ ମାଝୀ ଦାଶରଥୀ ମାଝୀ,ରଘୁନାଥ ପାଣି, ରବି ଦଣ୍ଡସେନା,ଚନ୍ଦ୍ର ପେସନିଆ, ବାସୁଦେବ ମାଝୀ,ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ମନହର ହରପାଲ,ପ୍ରଦୀପ ଘଡେଇ, ସୁରେଶ ଅଗ୍ରୱାଲ, ଜଗଦୀଶ ବେନିଆ, ଶ୍ରୀମୁଖ ଅଗସ୍ତି, ସୁବାଷ ମହାପାତ୍ର, ସୁବାଷ ଅଗ୍ରୱାଲବ,ଲଷ୍ମୀ ଚଣ୍ଡୀ ଶତ୍ରୁଘ୍ନ ଚଲାନ, ଶିଶିର ପୂଜାରୀ,ଅନନ୍ତ ନାଗ,କୃଷ୍ଣ ମାଝୀ ଏଇ ମାନେ କହିବା କଥାଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯଥା ଶୀଘ୍ର ଗ୍ରାମସଭା କରେଇ ବେଦାନ୍ତକୁ କଞ୍ଚାମାଲ ବକ୍ସIଇଡ଼ ଖଣି ଖନନ ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ଆମ ଆଘରେ ପରି ପ୍ରକାଶ କରିଛନ୍ତି I
