"ଆଞ୍ଚଳିକ ପରିବେଶ ସୁରକ୍ଷା ସଙ୍ଘ" ଲାଞ୍ଜିଗଡ ଶାଖାର ଗଣ ଆନ୍ଦୋଳନ :Ommtv kalinga vikas

କଳାହାଣ୍ଡି ଜିଲ୍ଲା, ୧୩/୧୦(କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଠାରେ ଆଜି ଦିନ ୧୨ ଘଣ୍ଟା ୧୦ଦଫା ଦାବି ନେଇ ଲାଞ୍ଜିଗଡ ଠାରୁ ବିଶ୍ଵନାଥ ପୁର ଗଣ ଆନ୍ଦୋଳନ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରେ ସ୍ଥାପନ, ଲାଞ୍ଜିଗଡ ନିକଟସ୍ଥ ଜଗନାଥପୁର ପଞ୍ଚାୟତ ଠାରେ ଆଟିଆଇ ତାଲିମ କେନ୍ଦ୍ର ସ୍ଥାପନ କରିବା,ଲାଞ୍ଜିଗଡ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ଓ ଉପଯୁକ୍ତ ଉପକରଣ ଯୋଗାଇଦେବା, ସବ ଟେଜରୀ ଓ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ସ୍ଥାପନ, ମଦନପୁର ରାମପୁର ଠାରୁ ସବ ରେଜେଷ୍ଟ୍ରି ଅଫିସ ଫେରାଇ ଆଣି ଲାଞ୍ଜିଗଡ ଠାରେ ସ୍ଥାପନା କରିବା,ଲାଞ୍ଜିଗଡ ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବା,ଅବକାରୀ କାର୍ଯ୍ୟାଳୟ ସ୍ଥାପନ କରିବା ପ୍ରମୁଖ ଦାବି ନେଇ ଆଜି "ଆଞ୍ଚଳିକ ପରିବେଶ ସୁରକ୍ଷା ସଙ୍ଘ" ଲାଞ୍ଜିଗଡ ଶାଖା ଆନୁକୂଲ୍ୟରେ ଆବାହକ ଅବସରପ୍ରାପ୍ତ ଶିକ୍ଷକ ଉଦୟ କୁମାର ଙ୍କ ଆହ୍ୱାନ ରେ ଆଜି ଗଣ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ବଂଶୀଧାରା ନଦି ଠାରୁ ଏକ ପଦଯାତ୍ରାରେ ବାହାରି ଲାଞ୍ଜିଗଡ ବଜାର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା।ଏଥିରେ ମୂଖ୍ୟ ଅତିଥି ଭାବେ ଭାରତୀୟ କିସାନ ମହାସଂଘ ସାଧାରଣ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ସମ୍ପାଦକ ସତ୍ୟ ନାରାୟଣ ରାଓ, ମୂଖ୍ୟ ବକ୍ତା ଭାବେ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ବିଜୟ ପରିଡା,ପଦ୍ମନାଭ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକ ସଭା ଆୟୋଜନ କରିବା ପରେ ଲାଞ୍ଜିଗଡ ବ୍ଲକ ମୂଖ୍ୟାଳୟ ବିଶ୍ଵନାଥ ପୁରକୁ ଯାଇ ଆଜି ସୋମବାର ଅପରାହ୍ନ ତିନିଟା ସମୟରେ ଦଶ ଦଫା ଦାବି ନେଇ ଲାଞ୍ଜିଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।