ଜିଲ୍ଲା ସ୍ତରୀୟ ରାଷ୍ଟ୍ରୟ କ୍ଷେତ୍ରୟ ମହାସଂଘର ଆଲୋଚନା ଚକ୍ର:Ommtv Kalingavikas

କଳାହାଣ୍ଡି ଜିଲ୍ଲା,୦୨/୦୬ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଭୋବାନୀପାଟଣା କ୍ଷେତ୍ରୟ ସଙ୍ଘ ସଭାଗୃହ ଠାରେ ସରକାରଙ୍କୁ ୦୭ ଦଫା ସମ୍ଭଳିତ ଦାବୀ ପତ୍ର ଉପରେ ଆଲୋଚନା ଚକ୍ର ଗତକାଲି ତା-୦୧:୦୬:୨୫ ରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି I ଏହି କ୍ଷେତ୍ରୟ ପାଇକ ସମାଜ ଭବିଷ୍ୟତରେ ଭାଇମାନେ ଏକ ହୋଇ ରହିବା ଆଉ ଶୁଦୃଢ଼ କରିବା ଆମର ସମାଜର ମୂଳ ଲକ୍ଷ୍ୟ ରହିବା ନିତାନ୍ତ ଆବଶ୍ୟକ ଉପରେ ଆଲୋଚନା ହୋଇଥିଲା I ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ ଆସନ ଗ୍ରହଣ କରଥିଲେ ରାଷ୍ଟ୍ରୀୟ କ୍ଷତ୍ରୀୟ ମହାସଂଘ,ଓଡିଶାର ସଭାପତି ରାମଚନ୍ଦ୍ର ସୁର,ମୁଖ୍ୟ ବକ୍ତା ଥିଲେ ସାଧାରଣ ସମ୍ପାଦକ ବିଜୟ କୃଷ୍ଣ ପାତ୍ର, କୋଷIଧ୍ୟକ୍ଷ ସଞ୍ଜୟ ଖଟୁଆ, ମୁଖ୍ୟ ସଂଯୋଜକ ଅଶୋକ ଲେଙ୍କା କଳାହାଣ୍ଡି ଜିଲ୍ଲାର ସମସ୍ତ କର୍ମ କର୍ତ୍ତାମାନେ ଏହି ଆଲୋଚନା ଚକ୍ରରେ ଭଗନେଇଥିଲେ ଯଥା ୦୧ନଂ ଜୋନର ରାଷ୍ଟ୍ରୟ କ୍ଷେତ୍ରୟ ସମାଜର ସଭାପତି ଚନ୍ଦ୍ରଧ୍ୱଜ ପେସନିଆ,କୂଳପତି ପୂର୍ବ ମଣ୍ଡଳର ପ୍ରଦୀପ ଘଡେଇ,ଶ୍ରୀଧର ପେସନିଆ,ଉପକୂଳପତି କିଶୋର ଦୁବେ, ଭୋବାନୀପାଟଣା କୂଳଶୋଦାର ଶୋନ୍ତୋଷ ଧଙ୍ଗଡ଼ାମାଝି,ଲାଞ୍ଜିଗଡ କୂଳଶୋଦାର ଯୁଧିଷ୍ଠିର ପାତ୍ର, ଲାଞ୍ଜିଗଡ ପଲ୍ଲୀ ସଭାପତି ଶିଶିର ପୂଜାରୀ,ଥୁଆମୁଲ ରାମପୁର କୂଳଶୋଦାର ଶୋରୋଜ ମୁଣ୍ଡଛୀନା,ଭୋବାନୀପାଟଣା ସମ୍ପାଦକ ତରଣୀସେନ ପାତ୍ର,ଉପମଣ୍ଡଳ ସମ୍ପାଦକ କାର୍ତିକ ଓଡ଼ିଆ,ମଣ୍ଡଳ ସଦସ୍ୟ ଶନାତନ ରାଉତ ତତ ସଙ୍ଗେ ସଙ୍ଗେ ଜିଲ୍ଲାର ସମସ୍ତ ସଭ୍ୟମାନେ ଏହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ I