ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ହିନ୍ଦୋଳରେ କବି ସମ୍ମିଳନୀ : ଓମଟିଭି

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ହିନ୍ଦୋଳ ପ୍ରୀତିର ପ୍ରୟାସ ଆନୁକୁଲ୍ୟରେ ଆଜି ହିନ୍ଦୋଳ ବ୍ଲକ୍ ସ୍ତରୀୟ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ପୁଷ୍ପଲତା ରଥ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ ଏହି ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ହିନ୍ଦୋଳରେ କବି ସମ୍ମିଳନୀ : ଓମଟିଭି

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ହିନ୍ଦୋଳରେ କବି ସମ୍ମିଳନୀ : ଓମଟିଭି

(ରିପୋର୍ଟ: ଶସିକାନ୍ତ ଗଡ଼ନାୟକ): ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ହିନ୍ଦୋଳ ପ୍ରୀତିର ପ୍ରୟାସ ଆନୁକୁଲ୍ୟରେ ଆଜି ହିନ୍ଦୋଳ ବ୍ଲକ୍ ସ୍ତରୀୟ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ପୁଷ୍ପଲତା ରଥ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ ଏହି ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାତ ମାଇଲ ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବରିଷ୍ଠ ସଭ୍ଯ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରିଥିଲେ। ପ୍ରୀତିର ପ୍ରୟାସ ସାହିତ୍ୟ ସଂସଦ ଦ୍ଵାରା ଅଭୟ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ କବି ସିପୁନ୍ ଜେନା ଙ୍କ ସଂଯୋଜନା ରେ ସ୍ବରଚିତ ଦେଶାତ୍ମବୋଧକ କବିତା ହିନ୍ଦୋଳ ବିଭିନ୍ନ୍ ଅଞ୍ଚଳରୁ କୋଡ଼ିଏ ଜଣ କବି କବୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। କବି ରତିକାନ୍ତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ।