କିସ୍’ରେ ଗୁରୁଦିବସ ପାଳିତ : Ommtv

କିସ୍’ରେ ଗୁରୁଦିବସ ପାଳିତ : Ommtv

କିସ୍’ରେ ଗୁରୁଦିବସ ପାଳିତ : Ommtv

କିସ୍’ରେ ଗୁରୁଦିବସ ପାଳିତ : Ommtv

: ମା’ ସମସ୍ତଙ୍କ ପ୍ରଥମ ‌ଗୁରୁ ହୋଇଥାନ୍ତି। ତେଣୁ ମା’ଭଳି ଜଣେ ଭଲ ଗୁରୁଙ୍କୁ ସବୁବେଳେ ପ୍ରଣିପାତକରିବା ନିହାତି ଆବଶ୍ୟକ। ଆଜି କିସ୍ ପରିସରରେ ଗୁରୁ ଦିବସ ଉତ୍ସବ ପାଳନ ଅବସରରେ ଡ଼.ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣକରି ଶ୍ରୀ ସାମନ୍ତ ଅନୁଷ୍ଠାନ ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଙ୍କ ଉତ୍ସବିକୃତ ଶିକ୍ଷାଦାନ କାର୍ଯ୍ୟପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ କିସ୍ ସ୍କୁଲ, କିସ୍ କଲେଜ ଓ କିସ୍ ବିଶ୍ବ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରତିଷ୍ଠାତା ଶ୍ରୀସାମନ୍ତଙ୍କୁ ସମସ୍ତଙ୍କ ପକ୍ଷରୁ ଏକ ସାମୋହିକ ସମ୍ବର୍ଦ୍ଧନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠନାର ବହୁ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଟିଚିଂ ଓ ନନ୍ ଟିଚିଂ କର୍ମଚାରୀମାନେ ଏକାଠି ହୋଇ ଗୁରୁ ଦିବସ ପାଳନ କରିଥିଲେ। କିସ୍‌ର ଛାତ୍ରଛାତ୍ରୀ ଏବଂ ଆଲୁମିନ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଉତ୍ସବରେ ସାମିଲହୋଇଥିଲେ।