ଘର ବନ୍ଦ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର: ଘରେ କେହି ନଥିବାର ସୁଯୋଗ ନେଇ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ। ରାଜଗାଙ୍ଗପୁର-କାଂଶବାହାଲ ମହତାବ ରୋଡ଼ ସ୍ଥିତ ବିଜୟାନନ୍ଦ ମିଶ୍ରଙ୍କ ଘରେ ଏହି ଚୋରିଘଟଣା ଘଟିଛି।ସୂଚନା ଅନୁଯାୟୀ, ଘର ବନ୍ଦ ଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଆଲମାରି ଓ ଅନ୍ୟାନ୍ୟ ସାମଗ୍ରୀ ଖୋଜାଖୋଜି କରିବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।