ମୟୁରଭଞ୍ଜ ଜିଲ୍ଲାରୁ 5 ଜଣ ଶିକ୍ଷକଙ୍କୁ ଓଡିଶା ଶିକ୍ଷା ରତ୍ନ ସୋମ୍ମାନରେ ସମ୍ମାନିତ।
ମୟୁରଭଞ୍ଜ ଜିଲ୍ଲାରୁ 5 ଜଣ ଶିକ୍ଷକଙ୍କୁ ଓଡିଶା ଶିକ୍ଷା ରତ୍ନ ସୋମ୍ମାନରେ ସମ୍ମାନିତ।
ମୟୁରଭଞ୍ଜ ଜିଲ୍ଲାରୁ 5 ଜଣ ଶିକ୍ଷକଙ୍କୁ ଓଡିଶା ଶିକ୍ଷା ରତ୍ନ ସୋମ୍ମାନରେ ସମ୍ମାନିତ।
ରାଇରଙ୍ଗପୁର (କୋଳିଙ୍ଗ ବିକାଶ ) ଜୁଲାଇ 13 ଅଭିଭାବକ ମହାସଂଘ ତରଫରୁ ଆୟୋଜିତ ଓଡିଶା ଶିକ୍ଷା ରତ୍ନ ସୋମ୍ମାନିତ 2029 ରାଜଧାନୀ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସୋଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ସ୍ତୋରିୟ କlର୍ଯୋକ୍ରୋମରେ ଓଡିଶା ଅଭିଭାବକଙ୍କ ସଭାପତି ବାସୁଦେବ ଭୋଟ୍ଟୋଙ୍କ ତୋତ୍ତ୍ୱlବୋଧନରେ ମଞ୍ଚାଶିନ ଅତିଥି ଗଣ ପୂର୍ବତନ ହୋନରେବୁଲ ଚିଫ ଜଷ୍ଟିସ ହାଇ କୋର୍ଟ, ଝାରଖଣ୍ଡ ତଥା ମlନୋବିକ ଅଧିକାର କମିଶନର ଭାରତ ସରକାର ଶ୍ରୀ ଯୁକ୍ତ ବି. ଆର ଷଡ଼ଙ୍ଗୀ ସୋମ୍ମାନିତ ଆଡ଼ଭୋକେଟ ସୁପ୍ରିମ କୋର୍ଟ ଶ୍ରୀ ଯୁକ୍ତ ଅବନୀକାନ୍ତ ସାହୁ ସୋମ୍ମାନିତ କୋଣାର୍କ କେନସାର ଫାଉଣ୍ଡେସନ ବି.ବି. ଏସ. ଆର ତଥା ପୂର୍ବତନ ପୋଲିସ କମିଶନର ମୁମ୍ବାଇ ଶ୍ରୀ ଯୁକ୍ତ ଅରୁବ ପଟ୍ଟନାୟକ ଏବଂ ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ଶ୍ରୀ ଯୁକ୍ତ ରବି ଦାସ ମଞ୍ଚରେ ଉପସ୍ଥିତ ଥାଇ ଓଡିଶାରୁ ମନୋନୀତ ଶିକ୍ଷକ ମାନଙ୍କୁ ସୋମ୍ମାନିତ କରିଥିଲେ। ତେବେ ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାସିଙ୍ଗିର ଶ୍ରୀ ମତି ଦୁଲ୍ଲରୀ ମାର୍ଣ୍ଡି ଏବଂ ଶିକ୍ଷକ ଦୁର୍ଗା ଚରଣ ମହାନ୍ତ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭlରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀ ମତୀ ସୋଲମା ହାଁସଦା, ଜାମଦା ବ୍ଲକର ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ଗଡାସାହିର ବୁଧୁରାଇ ହେମ୍ବ୍ରମ ତଥା କୁସୁମୀ ବ୍ଲକର ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଲକ୍ଷ୍ମନ କିସ୍କୁଙ୍କୁ ଓଡିଶା ଶିକ୍ଷା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନିଜର ଅବଦାନ ପାଇଁ ବହଳଦା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ସୋମ୍ପାଦକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫlଟା ଟାଙ୍ଗର ଶ୍ରୀ ଯୁକ୍ତ ସଞ୍ଜୟ କୁମାର ମହାନ୍ତଙ୍କୁ ସତନ୍ତ୍ର ଭାବେ ଭଵ୍ୟ ସମ୍ଭର୍ଦ୍ଧିତ କରାଯାଇଥିଲା। ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ କୋଳିଙ୍ଗ ବିକାଶ।

