ଆଡପ ମଣ୍ଡପରେ କଚ୍ଛପ ବେଶରେ ଦିବ୍ଯ ଦର୍ଶନ ଦେଲେ ଚଧୂର୍ତ୍ତା ମୂର୍ତ୍ତି।

ଆଡପ ମଣ୍ଡପରେ କଚ୍ଛପ ବେଶରେ ଦିବ୍ଯ ଦର୍ଶନ ଦେଲେ ଚଧୂର୍ତ୍ତା ମୂର୍ତ୍ତି।

ଆଡପ ମଣ୍ଡପରେ କଚ୍ଛପ ବେଶରେ ଦିବ୍ଯ ଦର୍ଶନ ଦେଲେ ଚଧୂର୍ତ୍ତା ମୂର୍ତ୍ତି।
ଆଡପ ମଣ୍ଡପରେ କଚ୍ଛପ ବେଶରେ ଦିବ୍ଯ ଦର୍ଶନ ଦେଲେ ଚଧୂର୍ତ୍ତା ମୂର୍ତ୍ତି।
ଦର୍ଶନ ଲଭି କୃତାର୍ଥ ହେଲେ ଭକ୍ତ ଓ ଶ୍ରଦ୍ଧାଳୁ
ରାଇରଙ୍ଗପୁର(କୋଳିଙ୍ଗ ବିକାଶ ) :- ୧୯୵୭ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ରାଇରଙ୍ଗପୁର ସହରର
ପବିତ୍ର ରଥଯାତ୍ରା ଅବସରରେ ଆଜି ଚତୁର୍ଥ ଦିବସରେ ଆଡପ ମଣ୍ଡପରେ ଶ୍ରୀ ଜୀଉ ମାନଙ୍କୁ ଦିବ୍ୟ କଚ୍ଛପ ବେଶରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରି ନିଜକୁ କୃତାର୍ଥ ମଣିଛନ୍ତି। ଭକ୍ତିମୟ ପରିବେଶ ମଧ୍ୟରେ ମହାପ୍ରଭୁ ମାନଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ସହିତ ମନ୍ଦିର କମିଟି ଦ୍ୱାରା ଆୟୋଜିତ ଭଜନ ସମାରୋହରେ ସୌରଭ ନାୟକ ଓ ତାଙ୍କ ସାଥିଙ୍କ ଦ୍ୱାରା ଭକ୍ତିଭାବ ପୂର୍ଣ୍ଣ ଭଜନରେ ଉପସ୍ଥିତ ଦର୍ଶକ ମାନେ ଆଧ୍ୟାତ୍ମିକତାଭାବରେ ହଜିଯାଇଥିଲେ।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ କୋଳିଙ୍ଗ ବିକାଶ।