ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର : Ommtv

Social work

ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର : Ommtv

ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର : Ommtv

OMM TV (ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ଜନ ମଙ୍ଗଳ ରାସୋଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ ଆଜି ରାସୋଳ ସରକାରୀ ଡାକ୍ତରଖାନା ପରିସରରେ ଏକ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ ଫାର୍ଷ୍ଟ ଟ୍ରାକ କୋର୍ଟ ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର ଫିତା କାଟି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ସମ୍ପାଦକ ଗୁଣନିଧି ମିଶ୍ର, ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ରାଜ୍ଯ ସ୍ଵାସ୍ଥ୍ଯ ବିଭାଗ ସହ ସଚିବ ରାଜେନ୍ଦ୍ର ପତି ସମାଜସେବୀ ରତିକାନ୍ତ ଗଡନାୟକ ଯୋଗଦାନ କରିଥିଲେ। ପ୍ରବଳ ଖରା ସତ୍ତ୍ୱେ 53 ୟୁନିଟ୍ ସଂଗ୍ରହ କରାଯାଇଥିଲା। ସଂଗଠନ ଉପଦେଷ୍ଠା ବିଭୁ ପ୍ରସାଦ ଶତପଥୀ ଓ ସଭାପତି ନିରୁପମା ମିଶ୍ର ଙ୍କ ସମେତ ସମସ୍ତ ସେବକ ସେବିକା ମାନଙ୍କ ସହଯୋଗରେ ଗ୍ରୀଷ୍ମକାଳୀନ ଶିବିର ଟି ସଫଳ ହୋଇଛି। #Dhenkanal #Hindol #blooddonationchallenge #odisha #India #Ommtv #OmTV #Kalingacinearts #NBPC