୯ନଂୱାର୍ଡ ଅନ୍ତର୍ଗତ ଗାଡକଣ ଲକ୍ଷ୍ମୀପୂଜା : Ommtv

ସ୍ଥାନୀୟ ୯ନଂୱାର୍ଡ ଅନ୍ତର୍ଗତ ଗାଡକଣ ଲକ୍ଷ୍ମୀପୂଜା ମଣ୍ଡପରେ ଭୁବନେଶ୍ୱର ପାରିପାଶ୍ୱିର୍କ ଅଞ୍ଚଳର ବିଭିନ୍ନ ପ୍ରତିଭାବାନ୍ ବ୍ୟକ୍ତିମାନଙ୍କୁ ସଂଧ୍ୟା ୭ଘଟିକା ସମୟରେ ମା’ ଗଜଲକ୍ଷ୍ମୀ ପ୍ରତିଭା ସ୧ାନରେ ସ୧ାନିତ କରାଯାଇଛି ।

୯ନଂୱାର୍ଡ ଅନ୍ତର୍ଗତ ଗାଡକଣ ଲକ୍ଷ୍ମୀପୂଜା : Ommtv

୯ନଂୱାର୍ଡ ଅନ୍ତର୍ଗତ ଗାଡକଣ ଲକ୍ଷ୍ମୀପୂଜା : Ommtv

ତା୧୧/୧୦ - ସ୍ଥାନୀୟ ୯ନଂୱାର୍ଡ ଅନ୍ତର୍ଗତ ଗାଡକଣ ଲକ୍ଷ୍ମୀପୂଜା ମଣ୍ଡପରେ ଭୁବନେଶ୍ୱର ପାରିପାଶ୍ୱିର୍କ ଅଞ୍ଚଳର
ବିଭିନ୍ନ ପ୍ରତିଭାବାନ୍ ବ୍ୟକ୍ତିମାନଙ୍କୁ ସଂଧ୍ୟା ୭ଘଟିକା ସମୟରେ ମା’ ଗଜଲକ୍ଷ୍ମୀ ପ୍ରତିଭା ସ୧ାନରେ ସ୧ାନିତ
କରାଯାଇଛି । ଉକ୍ତ ଉତ୍ସବରେ ଉତ୍ତର ଭୁବନେଶ୍ୱରର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି,
ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ଅଧ୍ୟକ୍ଷା ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ମୁକ୍ତିଲତା ପାଲ୍ ମୁଖ୍ୟବକ୍ତା, ସ୍ୱାମିଜୀ
ବିଭୁତି ଦାସ ସ୧ାନୀତ ଅତିଥି ରୂପେ ଯୋଗଦେଇ ୩୦ଜଣଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସ୧ାନିତ କରିଥିଲେ
ା ଏଇମାନେ ହିଁ ଆମ ଅଞ୍ଚଳର ଗର୍ବ ଓ ଗୌରବ । ନୂଆକରି ଯେତେବେଳେ ରାଜଧାନୀ ସ୍ଥାପନ ହେଲା ଏମାନଙ୍କର
ଭୂମିକା ବହୁତ ଥିବାରୁ ଆଜି ଆମେ ଏକ ସ୍ମାର୍ଟ ସିଟିର ମାନ୍ୟତା ପାଇ ପାରିଛେ । ପରସ୍ପର ମଧ୍ୟରେ ଭାଇ ଚାରା
ଗଠନ ଏହାର ମୂଳ ଲକ୍ଷ୍ୟ । ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ ଏବଂ ଶ୍ରୀ ନନ୍ଦ କିଶୋର
ସାହୁ ମଞ୍ଚ ପରିଚାଳନା କରିଥିଲେ । ସ୧ାନିତ ବ୍ୟକ୍ତିମାନେ ହେଉଛନ୍ତି ଗଣ୍ଡରପୁରର ଅନ୍ତର୍ଯ୍ୟାମୀ କୁଅଁର , ବାରଙ୍ଗ
ଦାଢା ଅଞ୍ଚଳର ପ୍ରେମାନନ୍ଦ ସାହୁ, ଶୈଳଶ୍ରୀ ବିହାରର ଶରତ ଚନ୍ଦ୍ର ସାହୁ ଓ ଦିଲ୍ଲୀପ କୁମାର ସାହୁ, ରସୁଲଗଡର
ଆଶୁତୋଷ ସାମନ୍ତରାୟ, ପଟିଆର ଅଭୟ ବଡଜେନା, ଡମଣାର ମହେଶ୍ୱର ନାଥ, ଅନୁପମା ସାହୁ, ପଳାଶୁଣୀର
ରମେଶ ଚନ୍ଦ୍ର ସାହୁ ରଘୁନାଥ ପୁରର ସୁବାସ ପାତ୍ର, ବାଲିପଡାର ନିର୍ମଳ ରାଉତ୍ , ଗାଡକଣ ଅଞ୍ଚଳର ଲବଣୀ
ବେହେରା, ବଟକୃ୩⁄୪ ନନ୍ଦ, ଲକ୍ଷ୍ମଣ ପାତ୍ର, ନରେନ୍ଦ୍ର ଦାଶ, ଜନକର ସାହୁ, କିଶୋର ଜେନା, ସୁରପତ୍ର, ଅଶୋକ
ନନ୍ଦ, ଅଶୋକ ପାତ୍ର, ରାମଚନ୍ଦ୍ର ସାହୁ, ନିରଞ୍ଜନ ସାହୁ, ଡ. ଅଞ୍ଜନ ଦାଶ, ଡ. ଅନ୍ୱେଷା ଜେନା, ଦିବାକର ସାହୁ,
ପ୍ରସନ୍ନ କୁମାର ସାହୁ, ଅଶୋକ ପାଣି, ନନ୍ଦ କିଶୋର ସାହୁ , ଚତୁର୍ଭୁଜ ପାଣି, ନିଶାକର ଭୋଇ ଏବଂ ହଜାରି
ବେହେରା । ଶେଷରେ ଶ୍ରୀ ରାମଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।