Student leaders can bring remarkable changes
Student leaders can bring remarkable changes
Student leaders can bring remarkable changes
Bhubaneswar - 22/07/2026
With sheer determination, discipline and committed efforts, student leaders of today can bring remarkable changes for tomorrow, said Group Captain Puneet Chillar, Commanding Officer, 1(0) Air Squadron NCC, Bhubaneswar joining as the Chief Guest at the investiture Ceremony of newly formed school cabinet of DAV Public School, Chandrasekharpur, Bhubaneswar on Wednesday. He emphasized to focus on specific objectives and advised to avoid all distractions.The chief guest also applauded the initiatives of the school to inculcate democratic values among the future citizens. Principal of the school Dr Sujata Sahu administered the pledge of responsibility to all the members of the school cabinet. Among others, chairman of the school Santosh Kumar Satpathy, Principal, DAV SCB, kataka Niranjan Swain, Principal, DAV Kalinga Nagar, BBSR Balaram Mahapatra joined as the guests. School leaders of sister concern DAV schools were honoured on the occasion. The chief guest was accorded a guard of honour by the civil defence students. For the session 2026-27, Ishika Sahu, School leader, Devansh Biswal, Asst School leader, Anshika Jha, Appala House leader, Ridhima Goenka, Gargi House leader, Baibhav Rana,Maitreyi House leader, Ramya Sulav Mishra, Sikata House leader, S. Khatua, Secretary, Sports Club, Sragvi Das, Secretary, Cultural Club, K Sherawali, Secretary, Quiz Club, Ipsita Kahali, Secretary, Literary Club, D Chattopadhyay, Secretary, Eco Club along with other office bearers and in charge teachers took over the charges. Teachers Chitrangada Mohapatra, Monalisha Tripathy and V. Manjushree were given charge as the House Coordinators. Parents, teachers and students from different schools witnessed the programme.

ଡି.ଏ.ଭି. ପବ୍ଲିକ ସ୍କୁଲ୍, ଚନ୍ଦ୍ରଶେଖରପୁର - ଶପଥ ଗ୍ରହଣ ଉତ୍ସବ
ଛାତ୍ର ପ୍ରତିନିଧିମାନେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିବେ
ଭୁବନେଶ୍ୱର - ୨୨/୦୭/୨୦୨୬
ଦୃଢ଼ ସଂକଳ୍ପ, ଶୃଙ୍ଖଳା ଏବଂ ପ୍ରତିବଦ୍ଧ ପ୍ରୟାସ ସହିତ ଆଜିର ଛାତ୍ର ପ୍ରତିନିଧିମାନେ ଆସନ୍ତାକାଲି ପାଇଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିବେ ବୋଲି ଭୁବନେଶ୍ୱରର ୧(ଓ) ଏୟାର ସ୍କ୍ୱାଡ୍ରନ୍ ଏନସିସିର କମାଣ୍ଡିଂ ଅଫିସର୍ ଗ୍ରୁପ୍ କ୍ୟାପଟେନ୍ ପୁନୀତ ଚିଲ୍ଲର୍ ମତବ୍ୟକ୍ତ କରିଛନ୍ତି। ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ନବଗଠିତ ସ୍କୁଲ୍ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ସେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ ସମସ୍ୟାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଭବିଷ୍ୟତ ନାଗରିକମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ବିଦ୍ୟାଳୟର ପଦକ୍ଷେପକୁ ମଧ୍ୟ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଜାତା ସାହୁ ସ୍କୁଲ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ଦାୟିତ୍ୱର ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ଶତପଥୀ, କଟକ ଡିଏଭି ଏସସିବିର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ ଏବଂ ଭୁବନେଶ୍ୱର କଳିଙ୍ଗନଗର ଡିଏଭିର ଅଧ୍ୟକ୍ଷ ବଳରାମ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ୟ ଶାଖା ଡିଏଭି ବିଦ୍ୟାଳୟଗୁଡ଼ିକର ସ୍କୁଲ୍ leaderମାନଙ୍କୁ ସମ୍ମାନିତ କରାଯାଇଥିଲା। ସିଭିଲ୍ ଡିଫେନ୍ସ ଛାତ୍ରଛାତ୍ରୀଙ୍କ ଦ୍ୱାରା ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନକରାଯାଇଥିଲା।୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଇଶିକା ସାହୁ (ସ୍କୁଲ୍ ଲିଡର୍), ଦେବାଂଶ ବିଶ୍ୱାଳ (ଆସିଷ୍ଟାଣ୍ଟ ସ୍କୁଲ୍ ଲିଡର୍), ଅଂଶିକା ଝା (ଅପାଲା ହାଉସ୍ ଲିଡର୍), ରିଦ୍ଧିମା ଗୋଏଙ୍କା (ଗାର୍ଗୀ ହାଉସ୍ ଲିଡର୍), ବୈଭବ ରାଣା (ମୈତ୍ରେୟୀ ହାଉସ୍ ଲିଡର୍), ରମ୍ୟା ସୁଲଭ ମିଶ୍ର (ସିକତା ହାଉସ୍ ଲିଡର୍), ଏସ୍. ଖଟୁଆ (ସମ୍ପାଦକ, ସ୍ପୋର୍ଟସ୍ କ୍ଲବ୍), ସ୍ରଗ୍ବୀ ଦାସ (ସମ୍ପାଦକ, କଲଚରାଲ୍ କ୍ଲବ୍), କେ. ଶେରାୱାଲୀ (ସମ୍ପାଦକ, କୁଇଜ୍ କ୍ଲବ୍), ଇପ୍ସିତା କାହାଳି (ସମ୍ପାଦକ, ଲିଟେରାରୀ କ୍ଲବ୍), ଡି. ଚଟ୍ଟୋପାଧ୍ୟାୟ (ସମ୍ପାଦକ, ଇକୋ କ୍ଲବ୍)ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏବଂ in-charge ଶିକ୍ଷକମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ଚିତ୍ରାଙ୍ଗଦା ମହାପାତ୍ର, ମୋନାଲିସା ତ୍ରିପାଠୀ ଏବଂ ଭି. ମଞ୍ଜୁଶ୍ରୀଙ୍କୁ ହାଉସ୍ କୋଅର୍ଡିନେଟର୍ ଭାବେ ଦାୟିତ୍ୱ ଦିଆଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଅଭିଭାବକ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
