ମଧୁକୁଞ୍ଜ ଗୋଲ୍ଡ୍ ଆଣ୍ଡ ଡାଇମଣ୍ଡସ୍ରେ ଧନତେରସ ଅଫର୍
ମଧୁକୁଞ୍ଜ ଗୋଲ୍ଡ୍ ଆଣ୍ଡ ଡାଇମଣ୍ଡସ୍ରେ ଧନତେରସ ଅଫର୍
ମଧୁକୁଞ୍ଜ ଗୋଲ୍ଡ୍ ଆଣ୍ଡ ଡାଇମଣ୍ଡସ୍ରେ ଧନତେରସ ଅଫର୍
ଭୁବନେଶ୍ବର: ଧନତେରସ ଓ ଦୀପାବଳି ଉତ୍ସବକୁ ଅଧିକ ଆନନ୍ଦମୟ ଓ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଛି ଆକର୍ଷଣୀୟ ଉତ୍ସବକାଳୀନ ଅଫର୍ I ଏହି ଅଫର୍ରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଫ୍ଲାଟ ୭.୯୯ ପ୍ରତିଶତରେ କିଣିପାରିବେ ଏବଂ ହୀରା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ପାଇପାରିବେ I ଶୁଭ ଧନତେରସ, ଶୁଭ କ୍ରୟ ଓ ସୁଖ-ସମୃଦ୍ଧିର ବାର୍ତ୍ତା ନେଇ ଏହି ଅଫର୍ ଗ୍ରାହକଙ୍କ ମଧ୍ୟରେ ଗହଣା କିଣାକିଣିକୁ ନେଇ ଉତ୍ସାହ ବୃଦ୍ଧି କରିବ ବୋଲି ସୋରୁମ୍ ପକ୍ଷରୁ ଆଶା କରାଯାଉଛି I ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ଭୁବନେଶ୍ୱରର ଆଇଡିବିଆଇ ଛକ, ଜଟଣୀର ସୀତାରାମ ଛକ ଓ କଟକର କ୍ୟାଣ୍ଟନମେଣ୍ଟ ରୋଡ୍ସ୍ଥିତ ସୋରୁମ୍ରେ ଏହି ଅଫର୍ ଅକ୍ଟୋବର ୨୫ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହIବ୍ୟତୀତ ଗ୍ରାହକମାନେ ପୁରୁଣା ସୁନା ବଦଳ ସମୟରେ ମଧୁକୁଞ୍ଜ ତରଫରୁ ସ୍ବଚ୍ଛତାର ସହ ବାଏବ୍ୟାକ୍ ଗ୍ୟାରେଣ୍ଟି ଓ ଜୀବନବ୍ୟାପୀ ମରାମତି ସୁବିଧା ପାଇପାରିବେ

