Workshop & Training on ‘ Biomedical & Health Research and Clinical Trial Rules’ Held at PRM Medical College and Hospital Baripada  : Ommtv Round The Clock

Workshop & Training on ‘ Biomedical & Health Research and Clinical Trial Rules’ Held at PRM Medical College and Hospital Baripada  : Ommtv Round The Clock

Workshop & Training on ‘ Biomedical & Health Research and Clinical Trial Rules’ Held at PRM Medical College and Hospital Baripada  : Ommtv Round The Clock

ବାରିପଦା ମେଡିକାଲ କଲେଜରେ "ଜୈବଚିକିତ୍ସା ଓ ସ୍ବାସ୍ଥ୍ୟ ଗବେଷଣା ଏବଂ ଚିକିତ୍ସାଳୟ ପରୀକ୍ଷା" ଉପରେ କର୍ମଶାଳା  : Ommtv Round The clock

ବାରିପଦା/ଭୁବନେଶ୍ବର: ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦା ଏବଂ ଆଇସିଏମଆର୍ - ଆରଏମଆରସି, ଭୁବନେଶ୍ବର ସହଭାଗିତାରେ "ଜୈବଚିକିତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା" ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରଘୁନାଥ ମୂର୍ମୂ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଫାର୍ମାକୋଲୋଜୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପ୍ରୀତି ଦାସ ଏବଂ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଏଲ୍ ଭି ଗୌରୀ ତାଙ୍କୁ ସହଯୋଗ କରିଥିଲେ।
ଏତଦ୍ ବ୍ୟତୀତ ଆଇସିଏମଆର୍ - ଆରଏମଆରସି, ଭୁବନେଶ୍ୱର ଡକ୍ଟର ସିଦ୍ଧାର୍ଥ ଗିରି ଓ ଡକ୍ଟର ଜୟା ସିଂହ ଖତ୍ରି, ଏମ୍ସ ଭୁବନେଶ୍ୱର ଡାକ୍ତର ଅରବିନ୍ଦ କୁମାର ଏବଂ ବାରିପଦା ମେଡିକାଲ କଲେଜର ପ୍ରଫେସର ଡାକ୍ତର ପ୍ରୀତି ଦାସ ଜୈବଚିକିତ୍ସା ଓ ଗବେଷଣା ତଥା ଔଷଧ ଏବଂ ଚିକିତ୍ସାଳୟ ପରୀକ୍ଷଣ ନିୟମ ଉପରେ ବାର୍ତ୍ତା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟି ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲ କଲେଜର ଫାର୍ମାକୋଲୋଜି ଏବଂ ବହୁମୁଖୀ ଗବେଷଣା ବିଭାଗ ଦ୍ବାରା ମିଳିତ ଭାବେ ଆୟୋଜନ କରାଯାଇଥିଲା। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର୍ ଡାକ୍ତର ରବିନ୍ଦ୍ର କୁମାର ମିଶ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅନ୍ୟାନ୍ୟ ବିଭାଗର ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। /

Workshop & Training on ‘ Biomedical & Health Research and Clinical Trial Rules’ Held at PRM Medical College and Hospital Baripada 
Baripada/Bhubaneswar: Pandit Raghunath Murmu Medical College and Hospital, Baripada in collaboration with ICMR-RMRC, Bhubaneswar, successfully organised a One-day Workshop and Training on “Biomedical & Health Research”. The event was chaired by Prof. Dr. Prativa Panda, Dean and Principal, PRMMCH Baripada and coordinated by Prof. Dr. Priti Das (HOD Pharmacology and Member Secretary, Institutional Ethics Committee, PRM MCH) and Prof. Dr. L. V. Gouri (HOD Surgery and Nodal officer, Multidisciplinary Research Unit, PRMMCH).
Dr. Sidharth Giri and Dr. Jaya Singh Kshatri from ICMR-RMRC, Bhubaneswar, Dr. Arvind Kumar Singh from AIIMS, Bhubaneswar and Prof. Dr. Priti Das from PRMMCH, Baripada delivered talks on various topics on ICH-GCP, New Drugs & Clinical Trial Rules for Biomedical & Health Research .
It was jointly organized by the Multidisciplinary Research Unit and the Department of Pharmacology of PRM Medical College and Hospital. Prof. Dr. Rabindra Kumar Mishra, Superintendent PRMMCH Baripada was also present in the programme. Active participation and engagement from all Heads of the Departments and faculties of PRMMCH, faculties from other Institutions and students of PRMMCH was observed.