୭୮ ବର୍ଷ ପଟିଆବନ୍ଧର ଜନ୍ମ ଉତ୍ସବ ପା‌ଳିଲେ ଆଞ୍ଚଳିକ ବାସିନ୍ଦା : Ommtv Round The Clock

୭୮ ବର୍ଷ ପଟିଆବନ୍ଧର ଜନ୍ମ ଉତ୍ସବ ପା‌ଳିଲେ ଆଞ୍ଚଳିକ ବାସିନ୍ଦା : Ommtv Round The Clock

୭୮ ବର୍ଷ ପଟିଆବନ୍ଧର ଜନ୍ମ ଉତ୍ସବ ପା‌ଳିଲେ ଆଞ୍ଚଳିକ ବାସିନ୍ଦା : Ommtv Round The Clock

୭୮ ବର୍ଷ ପଟିଆବନ୍ଧର ଜନ୍ମ ଉତ୍ସବ ପା‌ଳିଲେ ଆଞ୍ଚଳିକ ବାସିନ୍ଦା : Ommtv Round The Clock

ଏୗତିହାସିକ ପଟିଆ ବନ୍ଧକୁ ହେଲା ୭୮ ବର୍ଷ । ଯାହାନେଇ ଆଜି କିଛି ଆଞ୍ଚଳିତ ବାସିନ୍ଦା ନୂଆବନ୍ତସ୍ଥିତ ଆଞ୍ଚଳିକ ରାମକୃଷ୍ଣ ପତି ସ୍ମୃତିପୀଠରେ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି ପଟିଆ ବନ୍ଧର ଜନ୍ମ ଉତ୍ସବ। ଏହି ଫଗୁ ଦଶମୀ ଅବସରରେ ପଟିଆ ବନ୍ଧ ନିର୍ମାଣ କରାଯାଇଥିଲା ୧୯୪୬ ମସିହାରେ। ଯେଉଁ ଇତିହାସକୁ ଆଜି କୋଦବା କୁଚିତ ଲୋକ ମନେରଖିଛନ୍ତି। ଏହି ବନ୍ଧପାଇଁ ଭୁବନେଶ୍ବର ଜଳମଗ୍ନ ହେବାରୁ ବର୍ତି ଯାଇଥିଲା। ବ୍ରିଟିସ୍ ସରକାର ବିରୋଧରେ ସ୍ବର ଉଠାଇ ସେ ସମୟର ଲୋକପ୍ରିୟ ଜନନେତା ରାମକୃଷ୍ଣ ପତି, ବୈରାଗୀ ଜେନା, ନାଥ ସ୍ବାଇଁ ଓ ବନମାଳି ଜେନାଙ୍କ ନେତୃତ୍ବରେ ଆଖପାଖ ଅଞ୍ଚଳର ପ୍ରତିଟି ପରିବାରରୁ ଜଣେ ଲେଖାଏଁ ୯ କିଲୋମିଟର ଲମ୍ବ ପଟିଆ ବନ୍ଧ ନିର୍ମାଣରେ ସାମିଲ ହୋଇଥିଲେ। କୌଣାର୍କର ୧୨ଶହ ବଢ଼େଇ ଭଳି ହଜାର ହଜାର ସ୍ଥାନୀୟଲୋକ ଭୁବନେଶ୍ବରକୁ ବନ୍ୟାରୁ ମୁକ୍ତ କରିବାପାଇଁ ପଟିଆ ବନ୍ଧ ନିର୍ମାଣରେ ମାଟି‌ ଗାଣ୍ଡୁଆ ମୁଣ୍ଡାଇ ଦିନ ରାତି ପରିଶ୍ରମକରି ବନ୍ଧ ତିଆରି କରିଥିଲେ। ଯେଉଁମାନଙ୍କ ବଳିଦାନ ପାଇଁ ଆଜି ସ୍ମାର୍ଟ ସିଟି ଗଢ଼ିଉଠିଛି। ହେଲେ ପଟିଆ ବନ୍ଧର ଜନ୍ମଦିନକୁ ମନେରଖିଛନ୍ତି ହାତଗଣତି କିଛି ଲୋକ। ଆଜି ସୁରେନ୍ଦ୍ରନାତ ପତିଙ୍କ ସଭାପତିତ୍ବରେ ଆୟୋଜକ କମିଟିର ସଭାପତି ନୃସିଂହ ବେହେରା, ସମ୍ପାଦକ ଅରକ୍ଷିତ ବେହେରା, ଶଙ୍କର ବାରିକ, ଚିତ୍ତରଞ୍ଜନ ସ୍ବାଇଁ, ଫକିର ଚରଣ ସାହୁ, ରାମଚନ୍ଦ୍ର ରାଉତ, ରବିନ୍ଦ୍ରକୁମାର ପାତ୍ର, ଗୋବିନ୍ଦ ଚନ୍ଦ୍ର ଦାସ ଓ ବସନ୍ତ କୁମାର ମହାପାତ୍ର ଅନୁଷ୍ଠିତ ସଭାରେ ମଞ୍ଚାସିନହୋଇ ଉପସ୍ଥିତ ପୁରୁଷ, ମହିଳା ଏବଂ ଯୁବପିଢ଼ିକୁ ପଟିଆ ବନ୍ଧର ବଳିଦାନ ବିଷୟରେ ବକ୍ତବ୍ୟ ଦେଇଥିଲେ। ପଟିଆ ବନ୍ଧପାଇଁ ଆଜି ଭୁବନେଶ୍ବର ବାଲିଯାତ୍ରା ପ୍ରସିଦ୍ଧିଲାଭକରିଛି ବୋଲି ଉଦାହରଣଦେଇ ଅତିଥିମାନେ ସେ ସମ‌ମୟର ନେତା ରାମକୃଷ୍ଣ ପତି ଓ ଅନ୍ୟ ଜନନେତା ସାଥିମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ଶୋକ ପାଳନ କରିଥିଲେ। 

Regional residents celebrate 78 years of Patiabandh's birth: Ommtv Round The Clock

The historic Patiya Dam turned 78 years old । Due to which some residents of the area today celebrated the birth anniversary of Patiya Dam at the Regional Ramakrishna Pati Memorial in Nuwant। Patiya Dam was built in 1946 on the occasion of Fagu Dechami। The history that Kodba Kuchit people remember today। Bhubaneswar was submerged due to this dam। Raising his voice against the British government, under the leadership of the popular public leaders of that time, Ramakrishna Pati, Beiragi Jena, Nath Swain and Banmali Jena, one from each family in the surrounding area participated in the construction of a 9 km long patiya dam। Thousands of locals, like 1200 farmers of Kanarka, worked day and night to build a dam to free Bhubaneswar from floods। Smart cities are being built today for whose sacrifices। A handful of people have remembered the birthday of Patiya Bandh। Today, under the chairmanship of Surendranat Pati, the president of the organizing committee Narsingh Behera, editor Rakshit Behera, Shankar Barik, Chittaranjan Swain, Fakir Charan Sahu, Ramachandra Raut, Ravindrakumar Pan, Gobind Chandra Das and Basant Kumar Mohapatra were present in the meeting and spoke about the sacrifice of Patiya Bandh to the men, women and youth present। As an example of the fact that Bhubaneswar Bali Yatra has become famous today for Patiya Bandh, the guests observed two minutes of mourning for the leader of Sam May, Ramakrishna Pati and other public leader colleagues।