ଖଣି ଖାଦାନ ଖାଇଗଲେ : ଓଡ଼ିଶାରେ ଯିଏ ହେବ ସରକାର ସିଏ ହେବ ମାଲାମାଲ : Ommtv Round The Clock

ଏହି କାର୍ଯ୍ୟାଳୟ ପାଇଁ ଅତିକମ୍‌ରେ ୨ ଜଣ ଖଣି ଅଧିକାରୀ, ୨ ଜଣ କନିଷ୍ଠ ଖଣି ଅଧିକାରୀ, ୨ ଜଣ ଅତିରିକ୍ତ ଖଣି ଅଧିକାରୀ, ଜଣେ କନିଷ୍ଠ ସହାୟକ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଛି। ଏନେଇ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏନ୍‌ଏନ୍‌ ସିଂହଦେଓ କହିଛନ୍ତି, କର୍ମଚାରୀ ଅଭାବ ଥିବା ସଂକ୍ରାନ୍ତ ଅଭିଯୋଗ ବାରମ୍ବାର ପାଇଛୁ। ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ପଦବି ପୂରଣ କରାଯାଇ ଯାଜପୁରରେ ଚାଲିଥିବା ଖଣି ଚୋରି ଉପରେ ଅଙ୍କୁଶ ଲଗାଯିବ ବୋଲି କହିଛନ୍ତି। କର୍ମଚାରୀ ଅଭାବ ଦେଖାଇ ଓଡ଼ିଶାରୁ ଖଣି ଅଭାବ କରିବା ରାଜନିତି ଏବେ ଆଗାମି ଦିନରେ ଓଡ଼ିଶା ଖଣି ଲୁଟ ପାଇଁ ଏକ ପ୍ରକାର ସଡ଼ଯନ୍ତ୍ର ରଚାଯାଇଥିବା କୁହାଯାଉଛି।