ଭୁବନେଶ୍ବରରୁ ୨୦ ବ‌ର୍ଷିୟ ଯୁବତୀ ନିଖୋଜ : Ommtv

ମୋବାଇଲ୍ ଫୋନ୍ ଯୋଗେ ସଟ୍ ଭିଡ଼ିଓ ତିଆରି କରି ସବୁବେଳେ ରିଲ୍ ଅପଲୋଡ଼କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ଥରହୁଥିବା ଜଣେ ଯୁବତୀକୁ ପରିବାର ଲୋକ ମୋବାଇଲ୍ ବ୍ୟବହାର କରିବାପାଇଁ ବାରଣ କରି

ଭୁବନେଶ୍ବରରୁ ୨୦ ବ‌ର୍ଷିୟ ଯୁବତୀ ନିଖୋଜ : Ommtv

ଭୁବନେଶ୍ବରରୁ ୨୦ ବ‌ର୍ଷିୟ ଯୁବତୀ ନିଖୋଜ : Ommtv

ମୋବାଇଲ୍ ଫୋନ୍ ଯୋଗେ ସଟ୍ ଭିଡ଼ିଓ ତିଆରି କରି ସବୁବେଳେ ରିଲ୍ ଅପଲୋଡ଼କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ଥରହୁଥିବା ଜଣେ ଯୁବତୀକୁ ପରିବାର ଲୋକ ମୋବାଇଲ୍ ବ୍ୟବହାର କରିବାପାଇଁ ବାରଣ କରିବାରୁ ଯୁବତୀ ଜଣଙ୍କ ଆଜି ୧୮.୧୦.୨୦୨୨ ମଙ୍ଗଳବାର ସକାଳ ୫ଟାରେ ଘରୁ ରାଗିଯାଇ କେଉଁ ଆଡ଼େ ପଳାଇଛନ୍ତି। ଯୁବତୀ ଜଣଙ୍କ ନାମ କ୍ରୀତି ସିଂ (୨୦)। ସେ ଖାରବେଳ ନଗରସ୍ଥିତ ତାଙ୍କ ମାମୁଁ ଘରେ ରହୁଥିଲେ। ଗଲାବେଳେ ସେ ଏକ ମାଟିଆ ରଂଗର ସାଢ଼ି ପିନ୍ଧିଛନ୍ତି। ଯୁବତୀ ଜଣଙ୍କ ଦେଖିବାକୁ ଗୋରା। ଗଲାବେଳେ ସେ ସାଥିରେ କୌଣସି ମୋବାଇଲ୍ ନେଇ ନାହାଁନ୍ତି। ଅନୁମାନ କରାଯାଏ ସେ ଭୁବନେଶ୍ବର ଷ୍ଟେସନକୁ ଯାଇ କେଉଁଆଡ଼େ ଟ୍ରେନରେ ଚାଲିଯାଇଥାଇ ପାରନ୍ତି। ଏନେଇ ଖାରବେଳ ନଗର ଥାନାରେ ତାଙ୍କ ପରିବାର ଲୋକ ନିଖୋଜ ଅଭିଯୋଗ ଦେଇଛନ୍ତି। ମାତ୍ର ପରିବାର ପକ୍ଷରୁ ବିନିତ ଅନୁରୋଧ କରାଯାଏକି ଯଦି କୌଣସି ସହୋଦୟ ବ୍ୟକ୍ତି ନିଖୋଜ ଯୁବତୀ କ୍ରୀତିଙ୍କ ସୂଚନା ପାଅନ୍ତି ତେବେ ତାଙ୍କ ପରିବାରଲୋକଙ୍କ ଯୋଗାଯୋଗ ନମ୍ବର ୯୩୩୭୨୯୯୪୪୧ ରେ ଜଣାଇବାକୁ ଅନୁରୋଧ। ଏହା ବ୍ୟତିତ ଆବଶ୍ୟକ ପଡ଼ିଲେ ସ୍ଥାନୀୟ ଥାନାକୁ ସୂଚନାଦେଇ ଯୁବତୀ ଜଣଙ୍କ ବିଷୟରେ ସୂଚନା ଦେଲେ ଭଲ।     

20-year-old girl missing from Bhubaneswar: Ommtv

A young woman, who is always busy with social media by making videos with her mobile phone and always uploading them, ran away from her house in a rage at 5:00 am on Tuesday, 18.10.2022. A young woman's name is Kriti Singh (20).He lived in his uncle's house in Kharbeh city. She is wearing an earthy colored sari while walking. A young woman is very handsome. He did not take any mobile with him while leaving. It is believed that he may have gone by train to Bhubaneswar station. His family filed a missing complaint at the Kharveh city police station. However, it is requested from the family that if any of the relatives get the information of the missing young girl Kriti, please inform the contact number of her family on 9337299441. Apart from this,