ରିକୋଭରି ଶୂନ.. ସଲାସୁତରା ୧୦୦% ପ୍ରହସନ ପାଲଟିଛି ଭୁବନେଶ୍ବର ସାଇବର ଥାନା, ଆଇଆଇସି ଭାରି ବ୍ୟସ୍ତ : Ommtv Round The Clock

ରିକୋଭରି ଶୂନ.. ସଲାସୁତରା ୧୦୦% ପ୍ରହସନ ପାଲଟିଛି ଭୁବନେଶ୍ବର ସାଇବର ଥାନା, ଆଇଆଇସି ଭାରି ବ୍ୟସ୍ତ : Ommtv Round The Clock

ରିକୋଭରି ଶୂନ.. ସଲାସୁତରା ୧୦୦%  ପ୍ରହସନ ପାଲଟିଛି ଭୁବନେଶ୍ବର ସାଇବର ଥାନା, ଆଇଆଇସି ଭାରି ବ୍ୟସ୍ତ : Ommtv Round The Clock

ରିକୋଭରି ଶୂନ.. ସଲାସୁତରା ୧୦୦%

ପ୍ରହସନ ପାଲଟିଛି ଭୁବନେଶ୍ବର ସାଇବର ଥାନା, ଆଇଆଇସି ଭାରି ବ୍ୟସ୍ତ : Ommtv Round The Clock

ଭୁବନେଶ୍ବର (ଓଅରସି): ନାମକୁ ଭୁବନେଶ୍ବର ସାଇବର ଥାନା। ମାତ୍ର ସାରା ରାଜ୍ୟରେ ମାତ୍ର ୧୫ଟି ଥାନା ହୋଇଥିବାରୁ ଆଖପାଖ ଜିଲ୍ଲାର ଲୋକଙ୍କୁ ଭୁବନେଶ୍ବର ଏହି ଥାନାକୁ ଆସିବାକୁ ପଡ଼ୁଛି। ଯାହା ରହିଛି ମଞ୍ଚେଶ୍ବର ଭିଏସଏସ ନଗର ଏକ ଅଣ ଆଡ଼ିଆ କଲୋନି ଭିତରେ। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଭୁବନେଶ୍ବର ସାଇବର ଥାନାକୁ ଆସୁଥିବା ଅଭିଯୋଗକାରିମା‌‌ନେ ଧାଡ଼ି ଦର୍ଶନ ଭଳି ଆଇଆଇସି ଶ୍ରୀମତି ମହାପାତ୍ର ମାଡ଼ାମଙ୍କ ଦର୍ଶନ ପାଉଛନ୍ତି। କାରଣ ମାଡ଼ାମ ଭାରି ବ୍ୟସ୍ତ। କାହାସହ ୫ ମିନିଟରୁ ଅଧିକ ବସିକି କଥା ହୋଇ ସମସ୍ୟା ବୁଝିପାରିବେନାହିଁ। କିମ୍ବା ଅନନୋନ୍ ନମ୍ବର କଲ ରିସିଭ କରନ୍ତି ନାହିଁ। ସେଥିପାଇଁ ରଖିଛନ୍ତି କିଛି ତଳିଆ କର୍ମଚାରୀ। ଯେଉଁମାନେ ମାଡ଼ାମଙ୍କ ପାଖକୁ କେସର ଗୁରୁତ୍ବବୁଝିକି ଉପର ମହଲାକୁ ପଠାଇବେ। ଅନ୍ୟପକ୍ଷରେ ଏହି ଥାନାରେ କେବଳ ମିଳେ ସୁଖିଲା ପ୍ରତିଶୃତି ଓ ଖାଲି ହନ୍ତସନ୍ତ। ମଳିମୁଣ୍ଡିଆ ହୋଇଥିଲେ ଆଇଆଇସି ମାଡ଼ାମଙ୍କ ନାଲିଆଖି ଦେଖିବାକୁ ମିଳେ। ଅଭିଯୋଗ କରିବାକୁ ଆସିଥିବା ଲୋକ ଯଦି ଟିକେ ପାୱାର ଫୁଲ ହୋଇଥିବ ତେବେ ମାଡ଼ାମ ପୁରା ଦମରେ ଲାଗିପଡ଼ନ୍ତି ସଲାସୁତୁରା କରିବାପାଇଁ। କାରଣ ସେହି ପାର୍ଟିଠାରୁ ଖାମରେ ଭଲ ମିଳିଥାଏ। ତଥ୍ୟ କହୁଛି ମାଡ଼ାମ ନିଜ ୬ମାସର ଚାକିରିରେ ଏଜାବତ ୬ଟଙ୍କା ସାଇବର ଅପରାଧରୁ ଜବତକରି ହିତାଧିକାରୀଙ୍କୁ ଦେଇନାହାଁନ୍ତି। ଏଠାରେ କେବଳ ସୋସିଆଲ ମିଡ଼ିଆ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ ବ୍ଲକ ଓ କିଏ କାହାକୁ କେମିତି କମେଟକଲା ତାହାନେଇ ତଥ୍ୟ ଓ ମୋବାଇଲ ଟ୍ରାକିଂ ହୁଏ। ବିଭିନ୍ନ ଜିଲ୍ଲାରୁ ଶହଶହ ଅଭିଯୋଗ କାରୀ ଥାନାର ଦ୍ବାରାସ୍ତ ହେଉଥିଲେ ମଧ୍ୟ ନିଜ ଠକାମିର ଅର୍ଥ ଫେରିପାଇବାରେ ଅକ୍ଷମ ହୋଇଥିବା ଅନେକ ଉଦାହରଣ ରହିଛି। ଏମିତିକି ଲୁଟ ଶିକାର ହୋଇଥିବା ବ୍ୟକ୍ତି କୌଶଳକରି ଠକିଥିବା ଲୋକର ସହଯେଗୀଙ୍କୁ ଧରି ମାଡ଼ାମ ନିକଟକୁ ଆଣିଲେ ମାଡ଼ାମ ନାଲେନାଲ ହୋଇଯାଆନ୍ତି ଓ ଠକ ସହଯୋଗୀକୁ ଛାଡ଼ିଦିଅନ୍ତି। ସୂଚନା ମ‌ିଳେ ମାଡ଼ାମଙ୍କର କେହି ପୁରୁଣା ପୁଲିସ୍ ବନ୍ଧୁ ତାଙ୍କ କେସକୁ ହ୍ୟାଣ୍ଡେଲ କରିବାକୁ କହିଥିଲେ ସେଥିପାଇଁ ସାଙ୍ଗରେ ଜଣେ ପୋଟାଲ ନକଲି ସାମ୍ବାଦିକଙ୍କୁ ତାଙ୍କ ପାଖକୁ ପକେଟ ଦେଇ ପଠାଇଥିଲେ। ପ୍ରତିଉତ୍ତରରେ କୁହନ୍ତି ମୁଖ୍ୟ ଠକକୁ ସ୍ଥାନୀୟ ଥାନା ଧରିଲେ ଆମେ ସତ୍ୟାସତ ତଦନ୍ତକରିବୁ। ଏମିତି ଠକ ସହଯେଗୀ ସପ୍ତାହକୁ ଗୋଟିଏ ମିଳିଗଲେ ଆଉ ଦରମାରେ ହାତ ମାରିବା ଦରକାର ପଡ଼ୁନଥିବ। ମାଡ଼ାମଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ଖାତିରି ନାହିଁ । ଅଭିଯୋଗକଲେ କିଛି ଫଳହେବ ନାହିଁବୋଲି ଉତ୍ତର ଦିଅନ୍ତି। ତେଣୁ ଖୋଦ ପୁଲିସ୍ ବିଭାଗ ନିଜେ ଚିନ୍ତା କରିବା ଦରକାର ସାଇବର ଥାନା କାହା ସ୍ବାର୍ଥରେ ଚାଲିଛି। ଯଦି ଥାନାରୁ ନ୍ୟାୟ ନପାଇବେ ତେବେ ଆଗାମି ଦିନରେ ସିଧା ସଳଖ କୋର୍ଟରେ ପାଲଟା ଥାନା ଆଇଆଇସି ନାମରେ ଅଭିଯୋଗ ଦେବେ ବୋଲି କିଛି ଅଭିଯୋଗକାରୀ ମତପ୍ରକାଶକରିଛନ୍ତି। ତେଣୁ ଶେଷରେ କେବଳ ସାଇବର ଥାନାକୁ ଦଇବ ସାହା।

Recovery is zero. Salsura is 100%
Bhubaneswar cyber police station turns into farce, IIC busy

The name of the police station is Bhubaneswar Cyber. Which is located in Manjeshwar VSS Nagar, a non-Adia colony. Complainants who come to Bhubaneswar Cyber Police Station after spending thousands of rupees are getting a glimpse of IIC Smt. Because it's very busy.You can't sit and talk for more than 5 minutes. Or don't answer phone calls. That's why there are some employees. Those who understand the importance of kesar to the madam will be sent to the upper floor. On the other hand, in this police station, there are only happy promises and empty tantrums. In Malimundia, the eyes of the IIC Madam can be seen. If the person who came to complain was a little full of power, the maidam would go full throttle to negotiate. Because it's better than a party. According to the data, Madam has not paid the beneficiaries of the cybercrime in her six months of service. Here only social media accounts, bank accounts are blocked and information about how someone was hacked and mobile tracking is done. Hundreds of complainants from different districts are at the doorstep of the police station, but there are many instances where they are unable to get their money back. Even if the victim of the robbery tactfully brings the accomplice of the cheater to the maidam, the maidam becomes nalenal and the cheater leaves the accomplice. According to the information, an old police friend of Maadam asked him to handle his case, so he sent a fake journalist in his pocket along with him. In response, he says that if the main thief is caught by the local police, we will investigate the truth. If such a fraudster gets one in a week, then there will be no need to touch the salary. Senior officials are not spared. Complaining will not yield any result. Therefore, the police department itself should think in whose interest the cyber police station is working. Some of the complainants have expressed the opinion that if justice is not served from the police station, they will file a complaint in the name of Palta Police Station IIC in the court directly in the coming days. So in the end, only the cyber police will help.