ଶରୀରର ଫ୍ୟାଟ୍ ଲସ୍ କରିବାରେ ବୈପ୍ଲବିକ ପଦକ୍ଷେପ ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସରେ "ଏମରାଲ୍ଡ ଚିକିତ୍ସା ଆରମ୍ଭ : Ommtv

ଶରୀରର ଫ୍ୟାଟ୍ ଲସ୍ କରିବାରେ ବୈପ୍ଲବିକ ପଦକ୍ଷେପ ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସରେ "ଏମରାଲ୍ଡ ଚିକିତ୍ସା ଆରମ୍ଭ : Ommtv

ଶରୀରର ଫ୍ୟାଟ୍ ଲସ୍ କରିବାରେ ବୈପ୍ଲବିକ ପଦକ୍ଷେପ ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସରେ "ଏମରାଲ୍ଡ ଚିକିତ୍ସା ଆରମ୍ଭ : Ommtv
ଶରୀରର ଫ୍ୟାଟ୍ ଲସ୍ କରିବାରେ ବୈପ୍ଲବିକ ପଦକ୍ଷେପ ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସରେ "ଏମରାଲ୍ଡ ଚିକିତ୍ସା ଆରମ୍ଭ : Ommtv
ଭୁବନେଶ୍ୱର– ଦେହର ଫ୍ୟାଟ୍ ସୁରକ୍ଷିତ ଉପାୟରେ କମାଇବାକୁ ଚାହୁଛନ୍ତି କି । ତେବେ ୟୁବିୟୁ ଆଣିଦେଇଛି ଆପଣମାନଙ୍କ ପାଇ ଏହି ସମସ୍ୟାର ସମାଧାନ । ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସ, ଭୁବନେଶ୍ୱରର ଏକ ଅଗ୍ରଗଣ୍ୟ ସ୍କିନକେୟାର ଏବଂ ସୌନ୍ଦର୍ଯ୍ୟ କ୍ଲିନିକ୍, ଅଣକ୍ଷତିକାରୀ ଫ୍ୟାଟ ହ୍ରାସ କରିବା ଦିଗରେ ଏମରାଲ୍ଡ ପରି ଏକ ନୂଆ କୌଶଳକୁ ପରିଚିତ କରାଇଛି। ଏହି ଚିକିତ୍ସା ଆରମ୍ଭ କରିବାରେ ୟୁବିୟୁ ଓଡ଼ିଶାରେ ପ୍ରଥମ ଏବଂ ଭାରତରେ କେତେକ ଅଗ୍ରଣୀ ସଂସ୍ଥାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏମରାଲ୍ଡ ଫ୍ୟାଟ ଲସ୍ ଟ୍ରିଟମେଣ୍ଟ ହେଉଛି ଏକମାତ୍ର ଏଫଡିଏ ଦ୍ୱାରା ଅନୁମୋଦିତ ଚିକିତ୍ସା ଶୈଳୀ, ଯାହା ୪୦ ବିଏମଆଇ ଉପରେ ରହିଥିବା ବ୍ୟକ୍ତିମାନଙ୍କରେ ବି ଶରୀରର ଫ୍ୟାଟକୁ ହ୍ରାସ କରିବା ଦିଗରେ ସହାୟତା କରେ ଏବଂ ସେଲ୍ୟୁଲାଇଟ୍ କମାଇବାରେ ସମର୍ଥ ଅଟେ। ପୂର୍ବରୁ ପ୍ରଚଳିତ ଫ୍ୟାଟ ହ୍ରାସ କରିବା ଉପାୟ ଗୁଡିକ, ଯାହା ଫ୍ୟାଟ କଣିକାକୁ ଧ୍ୱଂସ କରିବା ଉପରେ ଧ୍ୟାନ ଦେଇଥାଏ। କିଛି ସମୟରେ ଅସାର ହୋଇପାରେ ଏବଂ ବିପରୀତ ଫଳ ଦେଇପାରେ। କିନ୍ତୁ, ଏମରାଲ୍ଡ ଲେଜର୍ ଅଣକ୍ଷତିକାରୀ ଆଲୋକର ଶକ୍ତିକୁ ବ୍ୟବହାର କରେ । ଯାହା ମାଧ୍ୟମରେ ଶରୀରର ବ୍ୟାଡ ଫ୍ୟାଟ ଲିମ୍ଫାଟିକ୍ ସିଷ୍ଟମ୍ ଦ୍ୱାରା ସ୍ବାଭାବିକ ଭାବରେ ବାହାରକୁ ଯାଏ। ଏମାରାଲ୍ଡ ଫ୍ୟାଟ କଣିକାକୁ ସ୍ୱାଭାବିକ ସ୍ବାସ୍ଥ୍ୟକୁ ଫେରାଇବାକୁ ଏବଂ ଏହାର ହରମୋନ୍ ରିସ୍ପୋନ୍ସକୁ ସୁଧାରିବା ପାଇଁ ଆବଶ୍ୟକ ପ୍ରତିକ୍ରିୟା ସୃଷ୍ଟି କରେ, ଯାହା ଫ୍ୟାଟ୍ ପୁନଉର୍ପାଦନକୁ ଅଟକାଇଥାଏ। ଏହି ନୂତନ କୌଶଳ ଫ୍ୟାଟ୍ କଣିକାକୁ ଧ୍ୱଂସ କରିବା ବଦଳରେ ତାହାକୁ ଶୁଖାଇ ଦିଏ, ଯାହା ବିନା କୌଣସି ପ୍ରତିକୂଳ ପ୍ରଭାବରେ ସ୍ୱାଭାବିକ ଭାବରେ ସେଲ୍ ର ଗୁଣାତ୍ମକ ଉନ୍ନତି କରିଥାଏ। ୟୁବିୟୁର ପ୍ରତିଷ୍ଠାତା ଡା. ସମ୍ପଦା ସେଠିଆ କହିଲେ, "ଆମ ପେସେଣ୍ଟମାନଙ୍କ ପାଇଁ ଏମାରାଲ୍ଡ ଆଣିବା ପାଇଁ ଆମେ ବହୁତ ଆନନ୍ଦିତ। ଏହି ନୂତନ କୌଶଳ ଆମ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଯାହା ଦେହକୁ ସ୍ୱାଭାବିକ ଭାବରେ ନବୀକରଣ କରିବାରେ ଏବଂ ପୁନଉତ୍ପାଦନ କରିବାରେ ସକ୍ଷମ।"  ୟୁବିୟୁ ବ୍ୟକ୍ତିଗତ ଚିକିତ୍ସା ପ୍ରଦାନ କରେ, ଯାହା ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ଚାରିରୁ ଆଠ ସପ୍ତାହରେ ଗୋଟିଏ କିମ୍ବା ଦୁଇଟି ଆବଶ୍ୟକତା ଅନୁଭବ କରେ। ଏହି ପ୍ରକ୍ରିୟା, ଉପର ପେଟ,ଅଣ୍ଟା ଏବଂ ଜଂଘ ଭଳି ସ୍ଥାନରେ ଜମିରହିଥିବା ଫ୍ୟାଟ୍ ଉପରେ ଲକ୍ଷ୍ୟ କରିଥାଏ, ଯାହା କୃତ୍ରିମ ଫ୍ୟାଟ୍ ହ୍ରାସ କରିବାର ଏକ ପ୍ରାକୃତିକ ବିକଳ୍ପ। ଓଡିଶାବାସୀଙ୍କୁ ଏହି ଟ୍ରିଟମେଣ୍ଟ ପାଇଁ ବାହାରକୁ ଯିବାକୁ ପଡିବନି। କମ୍ ମୂଲ୍ୟରେ ୟୁବିୟୁରେ ଏହି ଚିକିତ୍ସା କରାଇପାରିବେ।

Revolutionizing Fat Loss: UBÊAU Advanced Aesthetics Launches Advanced
FDA-Approved EMERALD™ Treatment for Non-Invasive Fat Reduction in Bhubaneswar
Bhubaneswar – UBÊAU Advanced Aesthetics, a leading wellness, skincare and
aesthetics clinic in Bhubaneswar, proudly announces the introduction of the EMERALD™, a
groundbreaking non-invasive fat reduction technology. UBÊAU is the first in Odisha and among
the pioneers in India to offer this FDA-cleared treatment, setting a new standard in wellness and
body contouring.
The EMERALD™ laser is the only FDA-approved technology for overall body circumference
reduction in individuals with up to 40 BMI and for reducing the appearance of cellulite. Unlike
traditional fat reduction methods that focus on eliminating fat cells, which can be ineffective and
potentially counterproductive, the EMERALD™ utilizes harmless light energy at specific
wavelengths to create temporary pores in fat cells, allowing fatty liquids to be naturally
eliminated through the lymphatic system. The EMERALD™ trains fat cells to release their
contents and function like healthy, lean cells, improving overall hormone responses and
preventing fat regeneration. This innovative approach shrinks fat cells rather than destroying
them, promoting a healthier cellular function without side effects.
Dr. Sampada Sethia, Founder of UBÊAU, stated, “We are thrilled to bring the EMERALD™ to
our patients. This technology aligns perfectly with our mission to enhance health and wellness
by empowering the body to naturally rejuvenate and restore itself.”
UBÊAU offers personalized treatment plans, with sessions scheduled one to two times per week
over four to eight weeks, depending on individual needs. The painless procedure targets
stubborn fat in areas such as the upper abdomen, waist, hips, and thighs, providing a natural
alternative to fat reduction.