Child and Women Development Society: Ommtv

Child and Women Development Society: Ommtv

Child and Women Development Society: Ommtv
Child and Women Development Society: Ommtv
Under the guidance of Chairman CWDS Maj. Dr. Kalpana Das , a Health check up camp has been organised by 'Child and Women Development Society' in association with 'SCHBANG For Good Foundation' at Odisha Association For Blind , Satya Nagar Bhubaneswar. The regular health check up was done.All the students of Bhabagrahi Model School & vocational trainning school students are present. Dr. Kajal Rakhit joined and checked the health condition of the Dibyang students. Mr. Sannyasai Behera joined as Chief guest who is always working for development of the visual impaired people . Dr. Bijay Biswal secretary CWDS and other volunteers of CWDS like Prakas Kumar Parida ,Prasant Barik were present.
: ସିଡବ୍ଲ୍ୟୁଡିଏସ ଅଧ୍ୟକ୍ଷl ଡ. କଳ୍ପନା ଦାସଙ୍କ ନେତୃତ୍ୱରେ 'ଶିଶୁ ଓ ମହିଳା ବିକାଶ ସମିତି' ଏବଂ 'ସ୍କ୍ବାଙ୍ଗ୍ ଫର୍ ଗୁଡ୍ ଫାଉଣ୍ଡେସନ୍' ମିଳିତ ଆନୁକୂଲ୍ୟରେ ଓଡ଼ିଶା ଆସୋସିଏସନ୍ ଫର୍ ବ୍ଲାଇଣ୍ଡ୍, ସତ୍ୟ ନଗର ଭୁବନେଶ୍ୱରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇୟାଇଛି। ।ଭବାଗ୍ରହୀ ଆଦର୍ଶ ବିଦ୍ୟାଳୟ ଓ ଧନ୍ଦାମୂଳକ ପ୍ରଶିକ୍ଷଣ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରlଯlଇଥିଲା. ଡ. କାଜଲ ରକ୍ଷିତ ଯୋଗ ଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଦୃଷ୍ଟିହୀନଙ୍କ ବିକାଶ ପାଇଁ ସର୍ବଦା କାର୍ୟ୍ୟ କରୁଥିବା ଶ୍ରୀ ସନ୍ନ୍ୟାସୀ ବେହେରା . ଡ. ବିଜୟ ବିଶ୍ୱାଳ, ସିଡବ୍ଲ୍ୟୁଡିଏସ୍ ସଚିବ ପ୍ରକାଶ କୁମାର ପରିଡ଼ା ପ୍ରଶାନ୍ତ ବାରିକ ଙ୍କ ସମେତ ସିଡବ୍ଲ୍ୟୁଡିଏସ୍ର ଅନ୍ୟ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ l