VERUNIA PRATIVA SAMMAN-2023 ORGANISED : Ommtv

VERUNIA PRATIVA SAMMAN-2023 ORGANISED : Ommtv

VERUNIA PRATIVA SAMMAN-2023 ORGANISED : Ommtv

ଭେରୁଣିଆ ପ୍ରତିଭା ସମ୍ମାନ ୨୦୨୩ ଅନୁଷ୍ଠିତ : Ommtv

ଢେଙ୍କାନାଳ ଜିଲ୍ଲା ଭେରୁଣିଆ ଗ୍ରାମର ପଲ୍ଲୀଶ୍ରୀ ଯୁବକ ସଂଘ ଆନୁକୁଲ୍ୟରେ ସରସ୍ୱତୀ ପୂଜା ଅବସରରେ ମା ବାଗ୍‌ଦେବୀଙ୍କ ପୂଜାର୍ଚ୍ଚନା ସହ ଭେରୁଣିଆ ପ୍ରତିଭା ସମ୍ମାନ ସମାରୋହ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ସୁନାମଧନ୍ୟ ଗାୟିକା ଅସୀମା ପଣ୍ଡା ଏବଂ ସାଥୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରର ବିଭିନ୍ନ ବର୍ଗରେ ନିଜର ପାରଦର୍ଶିତା ଦେଖାଇ ଥିବା ପ୍ରତିଭାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ରୂପେ ବ୍ଲକର ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ବରିଷ୍ଠ ଶିକ୍ଷକ, ସମାଜସେବୀ ଓ ଭୁବନେଶ୍ୱର ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ବିଶ୍ୱଜିତ୍ ପଟ୍ଟନାୟକ, ସରପ ଜୟନ୍ତୀ ଦାସଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ପ୍ରତିଭାମାନଙ୍କୁ ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ପୂଜାର ପରମ୍ପରାକୁ ବଜାୟ ରଖି ପାରିଥିବାରୁ ସଂଘର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ସଂଘର ସଦସ୍ୟମାନେ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଦ୍ୱାରା ଆ ଳିକ କ୍ଷେତ୍ରରେ ଉନ୍ନତି ପାଇଁ ସମର୍ପିତ ରହିବା ପାଇଁ ଅତିଥିମାନେ ପରାମର୍ଶ ଦେବାସହ ଅନୁଷ୍ଠାନର ଉ ରୋ ର ଉନ୍ନତି କାମନା କରିଥିଲେ । ଉକ୍ତ ସମାରୋହରେ ସଂଘର ବରିଷ୍ଠ ଉପଦେଷ୍ଟା ବଟକୃଷ୍ଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମ ପରିଚାଳନା କରିଥିଲେ । ସଂଘର ଅଧ୍ୟକ୍ଷ ବିଜନ ପଣ୍ଡା, ସଭାପତି ସୌମ୍ୟ ରଞ୍ଜନ ପଣ୍ଡା, ସମ୍ପାଦକ ଶୁଭାଶିଷ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସର୍ବଭାରତୀୟ ସ୍ତରରେ ଶିକ୍ଷାର ବିକାଶ ପାଇଁ ଭେରୁଣିଆର ଅଶୋକ କୁମାର ପଣ୍ଡା, ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ପ୍ରସାଦ କୁମାର ପଣ୍ଡା, ସାହିତ୍ୟ କ୍ଷେତ୍ରରେ ବଟକୃଷ୍ଣ ପଣ୍ଡା, ବୈଷୟିକ ବିଜ୍ଞାନ କ୍ଷେତ୍ରରେ ଗ୍ରାମର ବୈଜ୍ଞାନିକ ଅଞ୍ଜନ କୁମାର ପଣ୍ଡା, ଅଧ୍ୟୟନ ଏବଂ ସମାଜସେବା କ୍ଷେତ୍ରରେ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଆଇନସେବା କ୍ଷେତ୍ରରେ ଓଡିଆ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ପଣ୍ଡା, କଳା କ୍ଷେତ୍ରରେ ନାରାୟଣ ପଣ୍ଡା, ଆ ଳିକ ସ୍ୱସ୍ଥ୍ୟସେବା କ୍ଷେତ୍ରରେ ଶୁକଦେବ ପଣ୍ଡା, ପାଲା ସଂସ୍କୃତି ପାଇଁ ଲକ୍ଷ୍ମୀଧର ପଣ୍ଡା, ଶ୍ରେଷ୍ଠ ଛାତ୍ରଭାବରେ ଅମିତାଂଶୁ ପଣ୍ଡା, ଡ୍ରାମା ପାଇଁ ରାଜେଶ ପାଣି, ସ୍ୱଳ୍ପ ମୂଲ୍ୟରେ ଦୀର୍ଘ ଦିନ ଧରି ଟିଉସନ କରି ଆସୁଥିବା ସରବେରଣୀ ଗ୍ରାମର ଚାନ୍ଦପୁରର ଶ୍ରୀବତ୍ସ ପାଢୀ, କରୋନା କାଳରେ ଅ ଳର ଲୋକଙ୍କୁ ବାରିକ ସେବା ଯୋଗାଇ ଥିବା ଅକ୍ଷୟ ବାରିକଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସଂଘର ଉପଦେଷ୍ଟା ଅଞ୍ଜନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସଦସ୍ୟ ଆଶିଷ ପଣ୍ଡା, ଚିନ୍ମୟ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ରୁଦ୍ରନାରାୟଣ ପଣ୍ଡା, ସଞ୍ଜୀବ କୁମାର ପଣ୍ଡା, ମାନଓ ରଞ୍ଜନ ପଣ୍ଡା, ପ୍ରିୟପ୍ରି ମ ପଣ୍ଡା, ସଙ୍କଟ ମୋଚନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

VERUNIA PRATIVA SAMMAN-2023 ORGANISED : Ommtv

 In order to honour the talents of different sectors of the society the Verunia Pratibha Samman-2013 was organized by Pallishree Youth Club at saanda, verunia under Dhenkal district. In a glittering ceremony organized for the purpose the renowned singer Asima Panda and her group displayed a splendid cultural show. Attending as the Chief Guest of the occasion the former Rajya Sabha MP Rundra Narayan Pani, Guest of Honours the Block Chairman Sarmishtha Dalabehera, Educationist, Social Activist and the President of the leading socio cultural Organisation of Bhubaneswar Dr. Prakash Chandra Panigrahi, Secretary Biswajit Pattnaik, Sarapanch Jayanti Das and other guests praised this effort of the members of the club for visualizing the concept of honouring the talents and honoured the talents with flower bouquet, citation & uttari. The guests were also urged the youth mass should be more dedicated to the society in the coming days and wished good luck and development of the club. The senior advisor of the club Bata Krushna panda offered the welcome address, Chairman of the club Bijan Panda, President Soumya Ranjan panda & Secretary Subhasish Panda were managed the stage activities. In order to popularize education in the all india level Ashok Kumar Panda, in astrology Prasad Kumar Panda, in literature Bata krushna Panda, in science Anjan Kumar Panda, in Education & Social service Dr. Prakash Chandra Panigrahi, In law Pravat Kumar Panda, In art Narayan Panda, In health Sukadev Panda, In cultural Laxmidhar Panda, student Amitanshu Panda, In theater Rajesh Pani, in educational service Pramila Pani, in farming Sribaschha Padhi and barber Akshya Barik were felicitated for their outstanding services in the related fields. The members of the association Ashish Panda, Chinmaya Panda, Jitendra Pnda, Rudranaryan Panda, Sanjib kumar Panda, Gobardhan Panda, Ajit Panda, Sujit Panda, Manas Ranjan Panda, Priya Pritam Panda, Sankat Mochan Panda were coordinated the entire programme. In last the advisor of the association anjan Kumar Panda proposed the vote of thanks. The local people praised this programme of the youth mass.