Timely Vaccination & Pap Screening Critical to Prevent Cervical Cancer: KIMS Doctor: Ommtv
Timely Vaccination & Pap Screening Critical to Prevent Cervical Cancer: KIMS Doctor: Ommtv
Timely Vaccination & Pap Screening Critical to Prevent Cervical Cancer: KIMS Doctor: Ommtv
Bhubaneswar: Cervical cancer is believed to be one of the most common cancers seen in women in India and the second most prevalent cancer in the country. But it is largely preventable if awareness is created from an early age.The mitigation lies in early immunisation, said Brig (Retd) Dr Sudhanshu Kumar Rath Senior Professor in the Department of Obstetrics & Gynaecology at Kalinga Institute of Medical Sciences (KIMS) Bhubaneswar, a constituent of KIIT-Deemed-to-be-University.“Vaccine should be taken before sexual debut. However, as early as 9-10 years has been recommended as at that age the immune response is excellent,” he said, adding that a broader consensus is also developing among policymakers for early immunisation.His observation comes against the backdrop of the month of January being dedicated to raising awareness about Cervical Cancer and HPV vaccination. The World Health Organisation (WHO) is focussing on ending cervical cancer within a few generations and has picked this as the theme for this month.Cervical cancer is linked to a form of virus called human papilloma virus (HPV) that is transmitted through sexual contact. The infections can regress spontaneously, but persistence could be a cause of concern.According to a government estimate, every year in India approximately 1.25 lakh women are diagnosed with cervical cancer, and over 75 thousand die from the disease. KIMS receives about 10 to 12 cases every year.The symptoms associated with the disease could be irregular bleeding, post-coital ( after sexual intercourse) bleeding and foul-smelling discharge. But the remedy lies in our hands if the level of awareness remains high, Dr Rath, considered an expert in his field, said.“Not all cells, however, become cancerous. Some will reverse as well. We need to address them there itself”, he said. He stressed undergoing tests at the interval of three to five years. The standard form of diagnosing the precancerous lesion is through the ‘Pap smear’ test. HPV test is also done in selected centres.He underlined KIMS offers the best treatment available in any healthcare facility in the country, from preventive to curative treatment. “We assure they will have their results available in the best of healthcare centers in the country”.What can come as a big relief for vaccine seekers is the indigenous production of the vaccine in India, bringing down the cost of the dose. In September last year, the Central Government announced India’s first indigenously developed vaccine, ‘CERVAVAC’ for the prevention of cervical cancer. It has been developed by the Pune-based Serum Institute of India (SII) in collaboration with the Department of Biotechnology (DBT), the Science and Technology Ministry.The availability of this vaccine could drastically reduce the dependence on imported vaccines, whose cost remains unaffordable for some.
ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍ ସ୍କ୍ରିନିଂ ଦ୍ୱାରା ଗର୍ଭାଶୟ କର୍କଟ ଚିକିତ୍ସା ସମ୍ଭବ: କିମ୍ସ ଡାକ୍ତର : Ommtv
ଭୁବନେଶ୍ୱର: ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରୁ ଗର୍ଭାଶୟ କର୍କଟ ଦ୍ୱିତୀୟ ସର୍ବାଧିକ । ସମୟ ପୂର୍ବରୁ ଏହାକୁ ଚିହ୍ନଟ କରାଯାଇପାରିଲେ ଏହାର ନିରାକରଣ ସମ୍ଭବ ବୋଲି କିମ୍ସ-ଭୁବନେଶ୍ୱରର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ପ୍ରଫେସର (ଡା.) ସୁଧାଂଶୁ କୁମାର ରଥ କହିଛନ୍ତି । ଏହାର ଏଚ୍.ପି.ଭି ଟିକା ଉପଲବ୍ଧ । ଏହି ଭୟଙ୍କର ରୋଗରୁ ରକ୍ଷା ପାଇବାକୁ ହେଲେ ସହବାସ ପୂର୍ବରୁ ଟିକା ନେବା ଜରୁରୀ ଅଟେ । ଏହି ଟିକା ୯-୧୦ ବର୍ଷ ବୟସର ବାଳିକାମାନେ ନେଇ ପାରିବେ । କାରଣ ଏହି ସମୟରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ । ଜାନୁଆରୀ ମାସ ଗର୍ଭାଶୟ କର୍କଟ ଏବଂ ଏଚ୍ପିଭି ଟିକାକରଣ ବିଷୟରେ ସଚେତନତା ସୃଷ୍ଟି କରିବାର ମାସ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଚଳିତ ବର୍ଷର ବିଷୟବସ୍ତୁ କିଛି ପିଢି ମଧ୍ୟରେ ଗର୍ଭାଶୟ କର୍କଟ ରୋଗର ସମାପ୍ତି ଉପରେ ଧ୍ୟାନ ଦେଉଛି । ସର୍ଭିକାଲ କ୍ୟାନସର ବା ଗର୍ଭାଶୟ ଗ୍ରୀବା କର୍କଟ ହୋବର କାରଣ ମାନବ ପାପୋଲିମା ଭୂତାଣୁ ବା (ଏଚ୍.ପି.ଭି) । ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ ହୋଇଥାଏ । ଏହି ସଂକ୍ରମଣ ବାରମ୍ବାର ହେବାର ସଥେଷ୍ଟ ସମ୍ଭାବନା ଥାଏ । ପ୍ରତିବର୍ଷ ପ୍ରାୟ ୧ଲକ୍ଷ ୨୫ହଜାର ମହିଳା ଗର୍ଭାଶୟ କର୍କଟର ସମ୍ମୁଖୀନ ହୋଇଥାନ୍ତି ଏବଂ ସେଥି ମଧ୍ୟରୁ ୭୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କର ମୃତ୍ୟୁ ଘଟିଥାଏ । ଗର୍ଭାଶୟ କର୍କଟ ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପରବର୍ତ୍ତୀ ସମୟରେ ଶରୀରରେ ସାଧାରଣତଃ କିଛି ଲକ୍ଷଣ ଦେଖିବାକୁ ମିଳେ ସେଗୁଡ଼ିକ ହେଲା ଯୋନୀପଥରୁ ଅନିୟମିତ ରକ୍ତସ୍ରାବ, ଦୁର୍ଗନ୍ଧଯୁକ୍ତ ନିଷ୍କାସନ, ସହବାସରେ ଯନ୍ତ୍ରଣା ଅନୁଭବ ହେବା ଇତ୍ୟାଦି । ତେବେ ଏଭଳି ଲକ୍ଷଣ ଦେଖାଦେଲେ ତାହାକୁ କର୍କଟ ବୋଲି ନ ଭାବି ଡାକ୍ତରଙ୍କ ପରାମର୍ଶ ନିଆଯିବା ଆବଶ୍ୟକ । ଲୋକଙ୍କ ମଧ୍ୟରେ ସଚେତନତା ଓ ସମୟ ପୂର୍ବରୁ ଏହାର ଚିହ୍ନଟ କରାଯାଇପାରିଲେ ନିରାକରଣ ସହଜ ହୋଇଥାଏ । ଏବେ କିମ୍ସ-ଭୁବନେଶ୍ୱରରେ ଗର୍ଭାଶୟ କର୍କଟ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ । ଗତ ବର୍ଷ ସେପ୍ଟେମ୍ବର ମାସରେ ଗର୍ଭଶୟ କର୍କଟ ବିରୋଧରେ ଭାରତ ପ୍ରଥମ ଟିକା (ସିଇଆରଭିଏଭିଏସି) ପାଇଛି । ଦେଶରେ ଟିକା ପ୍ରସ୍ତୁତ କରାଯାଉଥିବାରୁ ଏହାର ମୂଲ୍ୟ ଏକ ବଡ ପ୍ରତିବନ୍ଧକ ହେବ ନାହିଁ । ଏହା ସେରମ୍୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଏହାକୁ ପ୍ରସ୍ତୁତ କରିଛି । ଏହି ଟିକାର ଉପଲବ୍ଧତା ଆମଦାନୀ ହୋଇଥିବା ଟିକା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ, ଯାହାକୁ ପ୍ରାୟ ସମସ୍ତେ କ୍ରୟ କରିପାରିବେ ବୋଲି ଡା ରଥ କହିଛନ୍ତି ।