ଭୋଟ ପାଇଁ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ପଦଯାତ୍ରା : Ommtv Round The Clock 

ଭୋଟ ପାଇଁ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ପଦଯାତ୍ରା : Ommtv Round The Clock 

ଭୋଟ ପାଇଁ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ପଦଯାତ୍ରା : Ommtv Round The Clock 

ଭୋଟ ପାଇଁ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ପଦଯାତ୍ରା : Ommtv Round The Clock 

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପିର ଜନସମ୍ପର୍କ ପଦଯାତ୍ରା ଆଜି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏଠାକାର ବିଜେପି ଆଶାୟୀ ପ୍ରାର୍ଥୀ ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆଜି ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ହାଉସିଂବୋର୍ଡ, ଡମଣା ଛକ, ଶ୍ରୀବିହାର, ପଟିଆ ଛକ ଦେଇ କୋଏଲ କ୍ୟାମ୍ପସ ନିକଟରେ ଶେଷ ହୋଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ବାର୍ତ୍ତା ନେଇ ଆଶାୟୀ ନେତା ଘରେ ଘରେ ପହଞ୍ଚାଇବା ପାଇଁ ଏହି ପଦଯାତ୍ରା ଅନୁଷ୍ଠିତ ହେଉଛି ବୋଲି ଶ୍ରୀଯୁକ୍ର ଶ୍ରୀଚନ୍ଦନ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ହାତଗଣତି ଜନସାଧାରଣ, ଯୁବକ, ଛାତ୍ର ଓ ମହିଳାମାନେ ଯୋଗଦାନ କରିଥିଲେ । ପ୍ରକାଶ ଥାଉକି ଏଠାରେ ବିଜେପି ପାଇଁ ଆଉ କିଛି ଯୁବନେତା ମଧ୍ୟ ଆଶାୟୀ ଅଛନ୍ତି। ପଟିଆ ମାଟିର ଯୁବ ନେତା ବିନୟ କୁମାର ରାଉତ(କାଳିଆ)। ସମାଜସେବୀ ତଥା ଯୁବନେତା ଗୋଲକ ଏବଂ ବିଲଡ଼ର ଜିଜ୍ଞାଂଶୁ ମଧ୍ୟ ଏହି ସ୍ଥାନରେ ନିଜର ପତିଆ‌ରା ବିଛାଇଛନ୍ତି। ତେବେ ଏପରି ସମୟରେ ଶ୍ରୀଚନ୍ଦନଙ୍କୁ ଲୋକମାନେ ଓ ଦଳ କେତେ ବିଶ୍ବାସ କରିବ ଓ କେତେ ଭୋଟ ଶାଂଉଣ୍ଟିବ ତାହାନେଇ ଆଲୋଚନା ଚାଲିଛି। କାଳେ ନାହିଁକି ବେଳେ ନାହିଁ ଗହ୍ମାପୁନେଇକୁ ମାଇଁ ମାଇଁ ଭଳି ‌ଏଠାରେ ହଠାତ ଆବ୍ରିଭାବ ହେବା ଟିକେଟ ଆଶାଇଙ୍କ ପାଇଁ କିଛି ଫାଇଦା ହେବନାହିଁ । ସେହିଭଳି କଂ‌ଗ୍ରେସ ଏହି ଉତ୍ତର ଭୁବନେଶ୍ବରରେ ଅମାନତ ହରାଇବା ଏକ ଜଳଜଳ ଦେଖାଯାଉଛି। ତଥାପି ଏଠାରେ କିଛି ଯୁବ ନେତା କଂଗ୍ରେସ୍ ଟିକେଟ ହାତେଇବା ପାଇଁ ହଁଙ୍କ ହଁଙ୍କ ହେଉଛନ୍ତି। ହେଲେ ଏହି ଉତ୍ତର ଭୁବନେଶ୍ବର ବିଜେଡ଼ି ଗଡ଼ ହୋଇଥିବାରୁ ଏଠାରେ ନା ପଦ୍ମ ଫୁଟିବ ନାହିଁ ହାତ ଉଠିବ ତାହା ଏକ ପ୍ରକାର ସ୍ପିଷ୍ଟ ହୋଇଛି। ବର୍ତମାନ ଏଠାରେ କେବଳ ଶଙ୍ଖ ଟିକେଟ ସାହା। ଯିଏ ପାଇବ ସିଏ ଜିତିବ।  

BJP's public relations march in North Constituency has been held today in Dhumdham । The march started today from Chandrashekharpur petrol pump under the leadership of BJP aspirant candidate Prakash Srichandan and ended near Koel campus through Housing Board, Damna Street, Srivihar, Patia Street । Shriyukr Srichandan said that this march is being held to bring the aspiring leader home with the message of development of Yashaswi Prime Minister Narendra Modi । A handful of local people, youth, students and women participated in this program । However, some other youths are also hopeful for the BJP here। Vinay Kumar Raut (Kalia) is a young leader of Patiya Mati। Social worker and youth leader Golak and builder Jishanshu have also spread their love at this place। However, at such a time, discussions are going on about how much people and parties will trust Srichandan and how many votes will be counted। It will not be of any benefit to the ticket Ashai if there is no time or time for Ghamapunei like my mother । Similarly, the loss of deposits in North Bhubaneswar by Congress seems to be a watershed। However, some young leaders here are saying yes to grab Congress tickets। Since this North Bhubaneswar is a BJD stronghold, it has become a kind of spist that neither the lotus will bloom here nor the hand will rise। Currently only Shankh ticket Saha is available here। Whoever gets it will win the CA।