Rotary Elite Foundation Day :Ommtv

Rotary Elite Foundation Day

Rotary Elite Foundation Day :Ommtv

Rotary Elite Foundation Day :Ommtv
- Rotarian Subrata Das, editor Sourendra Das was elected as the president
Bhubaneswar: Inauguration ceremony of Rotary Elite of Bhubaneswar for the year 2023-24 has been held. On this occasion, new employees of Rotary Elite took charge. As the new president, Rotarian Subrata Das took over from outgoing president Chittaranjan Mishra, while last year's editor Rotarian Sasmita Das handed over the responsibility to senior member of the club, Sourendra Das. Dr. Sukant Kumar Nand, principal of the University of Utah Law College, attended the event as the chief guest and praised the work of Rotary. Rotarian Manoj Tripathi, who was elected for 2025-26 as the guest of honour, said that the development work being done by Elite for more than two decades has made a lot of impact in the social life. The club's bulletin prepared by Kamala Kant Rath was unveiled. The founder president of the club Bimalananda Mahapatra and Ajay Sundaraya attended the event while former president Barda Prashan Acharya conducted the program. "Other members of the club were instrumental in making the project a success," wrote Rotarian Saroj Das, Elite's newly appointed director of public image.

ରୋଟାରୀ ଏଲିଟ'ର ଅଧିଷ୍ଠାନ ଦିବସ : Ommtv
-ସଭାପତି ଭାବେ ରୋଟାରିଆନ ସୁବ୍ରତ ଦାସ, ସମ୍ପାଦିକ ସୌରେନ୍ଦ୍ର ଦାଶ ମନୋନୀତ
ଭୁବନେଶ୍ବର:ଭୁବନେଶ୍ୱରର ସ୍ଥାପିତ ରୋଟାରୀ ଏଲିଟ ର 2023-24 ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ଅବସରରେ ରୋଟାରୀ ଏଲିଟର ନୂତନ କର୍ମକର୍ତା ମାନେ ଦାୟିତ୍ୱ ଗ୍ରହଣ କରିଥିଲେ,। ନୂତନ ସଭାପତି ଭାବେ ରୋଟାରୀଆନ ସୁବ୍ରତ ଦାସ ବିଦାୟୀ ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଗତ ବର୍ଷର ସମ୍ପାଦିକା ରୋଟାରୀଆନ ସସ୍ମିତା ଦାଶ କ୍ଲବ ର ବରିଷ୍ଠ ସଭ୍ୟ ସୌରେନ୍ଦ୍ର ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରି ଥିଲେ।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ପ୍ରିନସିପାଲ ଡ.ସୁକାନ୍ତ କୁମାର ନନ୍ଦ ଯୋଗ ଦେଇ ରୋଟାରୀର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ 2025-26 ପାଇଁ ନିର୍ବାଚିତ ପ୍ରାନ୍ତପାଳ ରୋଟାରୀଆନ ମନୋଜ ତ୍ରିପାଠୀ ଯୋଗ ଦେଇ ଦୀର୍ଘ ଦୁଇ ଦଶନ୍ଧି ରୁ ଉର୍ଦ୍ଧ ଧରି ଏଲିଟ କରୁ ଥିବା ଉନ୍ନତି ମୂଳକ କାର୍ଯ୍ୟ ସାମାଜିକ ଜୀବନ ରେ ଅନେକ ପ୍ରଭାବ ପକାଇ ଅଛି ବୋଲି କହି ଥିଲେ। କ୍ଲବର କମଳା କାନ୍ତ ରଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ବୁଲେଟିନ ଉନ୍ମୋଚିତ ହୋଇ ଥିଲା। ଏହି ଉତ୍ସବରେ କ୍ଲବର ପ୍ରତିଷ୍ଠାତା ସଭାପତି ବିମଳାନନ୍ଦ ମହାପାତ୍ର ଓ ଅଜୟ ସୁନ୍ଦରରାୟ ଯୋଗ ଦେଇ ଥିବା ବେଳେ ପୂର୍ବତନ ସଭାପତି ବରଦା ପ୍ରଶନ ଆଚାର୍ଯ୍ୟ କାର୍ଯକ୍ରମ ର ପରିଚାଳନା କରି ଥିଲେ। କ୍ଲବର ଅନ୍ୟାନ୍ୟ ସଭ୍ୟ ମାନେ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରି ଥିଲେ ବୋଲି ଏଲିଟ ର ନୂତନ ଭାବେ ମନୋନୀତ ହୋଇ ଥିବା ପବ୍ଲିକ ଇମେଜ'ର ଡାଇରେକଟର ରୋଟାରୀଆନ ସରୋଜ ଦାଶ ଲିଖିତ ପ୍ରକାଶ କରିଛନ୍ତି। #Photonews #Rotary #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideo