ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଠକ ଓ ଦଲାଲ ମାନଙ୍କ ପ୍ରତି ଆକୃଷ୍ଟ ନହେବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ: ଓମଟିଭି
It is reiterated that RRBs have engaged a highly reputed company to conduct the Computer Based Test for CEN RRC 01/2019 - Level 1 (Erstwhile Group D) recruitment in which more than 1.1 crore candidates are appearing. Three phases of CBT have already been completed involving
ECoR URGED CANDIDATES APPEARING RRB EXAMINATION TO BE CAREFUL OF TOUTS: : Ommtv
(RECRUITMENT FOR VARIOUS POSTS IN LEVEL -1 of 7th CPC Matrix)
- Various safeguards and protections are built into the system to prevent and eliminate any kind of irregularity
- Highly reputed company conducts the Computer Based Testof RRB Examination.
- It is reiterated that RRBs have engaged a highly reputed company to conduct the Computer Based Test for CEN RRC 01/2019 - Level 1 (Erstwhile Group D) recruitment in which more than 1.1 crore candidates are appearing. Three phases of CBT have already been completed involving 12 Zonal Railways. The fourth phase has started on 19.09.2022.
- Various safeguards and protections are built into the system to prevent and eliminate any kind of irregularity. The allocation of the centre to the candidates is randomized through computer logic. Also, once candidates report at the exam centre and register themselves, the allocation of lab and seats are also randomized.
- The question paper is in highly encrypted form (256-bit encryption), and no one other than the candidate can access the question paper, and that too once the candidate does second & final login into the computer after the start of exam and hence final decryption of question paper takes place at this stage.
- The sequence of questions in the question paper that is made available to candidates has also been randomized along with the randomization of all four options available for the question. Each candidate in the exam centre thus has a unique question paper. Thus, the sequence is completely different from questions sequence in master question paper.Therefore, if anyone claims that he/she can provide the answer key to a candidate it is totally false, baseless and misleading.
- The exams are conducted in strict surveillance of CCTV cameras with full recording of each and every candidate. Besides this, the Railways also deploy their own staff at each centre to monitor activities of candidates as well as staff of Exam Conducting Agency to ensure smooth conduction of exams.
- The candidates are once again requested to beware of touts who try to misguide candidates with fake promises of appointment for jobs on illegal consideration and do not pay attentions to news being circulated in Electronic & Print Media. The same has already been clarified to candidates by RRBs vide NOTICE published on RRBs websites on 29.08.2022.
ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଠକ ଓ ଦଲାଲ ମାନଙ୍କ ପ୍ରତି ଆକୃଷ୍ଟ ନହେବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ: ଓମଟିଭି
● ଅନିୟମିତତାକୁ ପ୍ରଶୟ ନଦେବା ପାଇଁ କମ୍ପୁଟର ଆଧାରିତ ପରୀକ୍ଷା ପ୍ରଣାଳୀରେ ବିଭିନ୍ନ ସୁରକ୍ଷା ଏବଂ ରକ୍ଷଣଶୀଳ ବ୍ୟବସ୍ଥା କରାଯାଇଅଛି |
● ଏକ ପ୍ରତିଷ୍ଠିତ କମ୍ପାନୀକୁ ପରୀକ୍ଷା ପରିଚାଳନା ପାଇଁ ନିୟୋଜିତ କରାଯାଇଅଛି |
(ସପ୍ତମ ବେତନ କମିଶନ ମ୍ୟାଟ୍ରିକ୍ସର ଲେବଲ -1 ରେ ବିଭିନ୍ନପଦବୀ ଗୁଡିକ ପାଇଁ ନିଯୁକ୍ତି ସମ୍ବନ୍ଧରେ)
01. ଏଠାରେ ଦର୍ଶାଯାଉଅଛି ଯେ ରେଳବାଇ ଭର୍ତ୍ତି ବୋର୍ଡ (ଆରଆରବି) ମାଧ୍ୟମରେ CEN RRC 01/2019 ଲେବଲ -1 (ପୂର୍ବର ଗ୍ରୁପ - ଡି) ନିଯୁକ୍ତି ପାଇଁ ପରିଚାଳନା କରାଯାଉଥିବା କମ୍ପୁଟରୀକୃତ ପରୀକ୍ଷା ପାଇଁ ଆରଆରବି ଦ୍ୱାରା ଏକ ପ୍ରତିଷ୍ଠିତ କମ୍ପାନୀକୁ ନିୟୋଜିତ କରାଯାଇଅଛି ଯେଉଁଥିରେ 1.1 କୋଟିରୁ ଅଧିକ ପ୍ରାର୍ଥୀ ଭାଗ ନେଉଛନ୍ତି | 12 ଟି ଜୋନାଲ ରେଳ ସହିତ ଜଡିତ କମ୍ପୁଟର ଆଧାରିତ ପରୀକ୍ଷାର ତିନୋଟି ପର୍ଯ୍ୟାୟ ସମାପ୍ତ ହୋଇସାରିଛି | ଚତୁର୍ଥ ପର୍ଯ୍ୟାୟ କମ୍ପୁଟର ଆଧାରିତ ପରୀକ୍ଷା 19.09.2022 ଠାରୁ ଆରମ୍ଭ କରାଯାଇଅଛି |
02. ଯେକୌଣସି ପ୍ରକାରର ଅନିୟମିତତାକୁ ପ୍ରଶୟ ନଦେବା ଏବଂ ଏହାକୁ ଦୂର କରିବା ପାଇଁ ଏହି କମ୍ପୁଟର ଆଧାରିତ ପ୍ରଣାଳୀରେ ବିଭିନ୍ନ ସୁରକ୍ଷା ଏବଂ ରକ୍ଷଣଶୀଳ ବ୍ୟବସ୍ଥା ଗ୍ରହଣ କରାଯାଇଅଛି | ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ରର ଆବଣ୍ଟନ କମ୍ପ୍ୟୁଟର ତର୍କ ମାଧ୍ୟମରେ ମନୋନୀତ କରାଯାଇଥାଏ | ଏଥିସହ, ଥରେ ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରି ନିଜକୁ ପଞ୍ଜୀକୃତ କଲେ ଲ୍ୟାବ ଏବଂ ସିଟ୍ ଆବଣ୍ଟନ ମଧ୍ୟ ସେହି ଆଧାରରେ ସ୍ୱୟଂଚାଳିତ ଭାବେ କରାଯାଏ ଯାହାଦ୍ୱାରା ଅନିୟମିତତା ଦୂର କରାଯାଇ ପାରିବ |
03. ପ୍ରଶ୍ନ ପତ୍ର ଅତ୍ୟଧିକ ଏନକ୍ରିପ୍ଟ ଫର୍ମରେ ଅଛି (256-ବିଟ୍ ଏନକ୍ରିପସନ୍), ଏବଂ ପ୍ରାର୍ଥୀ ବ୍ୟତୀତ ଅନ୍ୟ କେହି ପ୍ରଶ୍ନପତ୍ରକୁ ପ୍ରବେଶ କରିପାରିବେ ନାହିଁ, ଏବଂ ପରୀକ୍ଷା ଆରମ୍ଭ ହେବା ପରେ ପ୍ରାର୍ଥୀ କମ୍ପ୍ୟୁଟରରେ ଦ୍ୱିତୀୟ ଏବଂ ଅନ୍ତିମ ଲଗଇନ୍ କରିବା ପରେ ଏହି ପର୍ଯ୍ୟାୟରେ ପ୍ରଶ୍ନ ପେପରର ଅନ୍ତିମ ଡିକ୍ରିପ୍ସନ୍ ହୁଏ |
04. ପ୍ରଶ୍ନପତ୍ରରେ ଥିବା ପ୍ରଶ୍ନର ଗୁଡିକର କ୍ରମିକ ସଂଖ୍ୟା ପ୍ରତ୍ୟକ ପ୍ରାର୍ଥୀମାନଙ୍କ ପାଇଁ ଅଲଗା ଅଲଗା ଭାବେ ଉପଲବ୍ଧ | ପ୍ରଶ୍ନ ପାଇଁ ଉପଲବ୍ଧ ସମସ୍ତ ଚାରୋଟି ବିକଳ୍ପର ରାଣ୍ଡୋମାଇଜେସନ୍ ସହିତ ମଧ୍ୟ ମନୋନୀତ ହୋଇଛି | ପରୀକ୍ଷା କେନ୍ଦ୍ରର ପ୍ରତ୍ୟେକ ପ୍ରାର୍ଥୀଙ୍କ ଏହିପରି ଏକ ସ୍ୱତନ୍ତ୍ର ପ୍ରଶ୍ନପତ୍ର ଅଛି | ଏହିପରି, ଜଣେ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ କାଗଜରେ ପ୍ରଶ୍ନ କ୍ରମଠାରୁ ଅନ୍ୟ ପ୍ରାର୍ଥୀଙ୍କ ପ୍ରଶ୍ନ କ୍ରମ ସମ୍ପୂର୍ଣ୍ଣ ଭିନ୍ନ | ତେଣୁ, ଯଦି କେହି ଦାବି କରନ୍ତି ଯେ ସେ ଜଣେ ପ୍ରାର୍ଥୀଙ୍କୁ ଉତ୍ତର ଚାବି (କି) ପ୍ରଦାନ କରିପାରନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ବିଭ୍ରାନ୍ତକାରୀ |
05. ପ୍ରତ୍ୟେକ ପ୍ରାର୍ଥୀଙ୍କ ପୂର୍ଣ୍ଣ ରେକର୍ଡିଂ ସହିତ ସିସିଟିଭି କ୍ୟାମେରାର କଡ଼ା ନଜରରେ ଏହି ପରୀକ୍ଷା କରାଯାଏ | ଏହା ବ୍ୟତୀତ, ରେଳବାଇ ପ୍ରତ୍ୟେକ କେନ୍ଦ୍ରରେ ନିଜସ୍ୱ କର୍ମଚାରୀ ନିୟୋଜିତ କରି ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହିତ ପରୀକ୍ଷା ପରିଚାଳନା ଏଜେନ୍ସିର କର୍ମଚାରୀମାନେ ମଧ୍ୟ ପରୀକ୍ଷାର ସୁଗମ ପରିଚାଳନାକୁ ନିଶ୍ଚିତ କରନ୍ତି |
06. ପ୍ରାର୍ଥୀମାନଙ୍କୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଉଅଛି ଯେ ସେମାନେ ଠକ ଓ ଦଲାଲ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ ଯେଉଁମାନେ ବେଆଇନ ଚିନ୍ତାଧାରା ଦ୍ୱାରା ରେଳବାଇ ଚାକିରି ପାଇଁ ନିଯୁକ୍ତିର ନକଲି ପ୍ରତିଶୃତି ଦେଇ ପ୍ରାର୍ଥୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ ମିଡିଆରେ ରେଳବାଇ ଦ୍ୱାରା ପ୍ରସାରିତ ସଚେତନତା ଖବର ପ୍ରତି ଧ୍ୟାନ ଦିଅନ୍ତି ନାହିଁ | 29.08.2022 ରେ ରେଳବାଇ ନିଯୁକ୍ତି ବୋର୍ଡ ୱେବସାଇଟରେ ପ୍ରକାଶିତ ଭିଡିଓ ବିଜ୍ଞପ୍ତି ଦ୍ୱାରା ପ୍ରାର୍ଥୀଙ୍କୁ ସମାନ ବିଷୟ ସମ୍ବନ୍ଧରେ ସ୍ପଷ୍ଟ କରାଯାଇଅଛି |