OMM TV ପବିତ୍ର ରମ୍‌ଜାନ ବା ରୋଜା ମାସ ଆରମ୍ଭ

Ramzan

OMM TV ପବିତ୍ର ରମ୍‌ଜାନ ବା ରୋଜା ମାସ ଆରମ୍ଭ
OMM TV ପବିତ୍ର ରମ୍‌ଜାନ ବା ରୋଜା ମାସ ଆରମ୍ଭ
ଭୂବନେଶ୍ୱର- ଇସଲାମ୍ କ୍ୟାଲେଣ୍ଡରର ନବମ ମାସ ହେଉଛି ରମ୍‌ଜାନ । ଏହି ମାସରେ ମୁସଲମାନ ଭାଇଭଉଣୀମାନେ
ରୋଜା ରଖନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟାସ୍ତ ମଧ୍ୟରେ ସେମାନେ କୌଣସି ଖାଦ୍ୟ କିମ୍ବା ପାଣି ପିଅନ୍ତି ନାହିଁ । ଅର୍ଥାତ୍
ସେମାନେ ଖରା,ବର୍ଷା, ଶୀତ , କାକର ଆଦିକୁ ଖାତିର ନ କରି ପୂରା ନିଜର୍ଳା ଉପବାସ କରି ବ୍ରତ କରନ୍ତି । ଏହାଛଡା ସବୁ
ରାତି ସାଢେ ୮ଟାରୁ ୧୦.୩୦ମିନିଟ୍ ପର୍ଯ୍ୟନ୍ତ ସବୁ ମସଜିଦ୍‌ରେ
ନମାଜ ପାଠ କରନ୍ତି । ଏହି ସମୟରେ ସେମାନେ
ଇଫତାର ପାର୍ଟି କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱରସ୍ଥ ଅନନ୍ତ ନାରାୟଣ ବ୍ୟବସାୟ ସଂଘ ତରଫରୁ ଏକ ଇଫତାର ପାର୍ଟିର ଆୟୋଜନ ଶେଖ୍ ଅଲ୍ଲୀ ଆଜାଦ୍‌ଙ୍କ ତତ୍ୱାବଧାନରେ କରାଯାଇଥିଲା । ଏହି ଇଫତାର ପାର୍ଟିରେ ଅନନ୍ତ ନାରାୟଣ ବ୍ୟବସାୟ ସଂଘର ସମ୍ପାଦକ ଶେଖ୍ ଆଜାଦ୍ ଅଲ୍ଲୀଙ୍କ ସମେତ ଅନ୍ୟାନ୍ୟ ସଭ୍ୟ ଯଥା ମହମ୍ମଦ ଅଖତର, ଦିଲଦାର ମହମ୍ମଦ, ଏମ୍‌.ଡି କରିମ୍‌, ଶେଖ୍ ଅଜିଜ୍ ଏବଂ ଟୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପର୍ବ ମାସେ କାଳ ପାଳିବା ପରେ ଇଦ୍‌- ଉଲ୍ - ଫିତର ପାଳନ କରାଯାଇଥାଏ । ସେମାନେ ପ୍ରତ୍ୟେକ ଦିନ ୫ଥର ନମାଜ ପାଠ କରିଥାଆନ୍ତି । ଏହି ସମୟରେ ସମସ୍ତ ମୁସଲମାନ ଭାଇଭଉଣୀମାନେ ନିଜ ନିଜର ସ୍ଥାନୀୟ ମସଜିଦ୍‌କୁ ଯାଇ ମସଜିଦ୍ ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ କରିବା ସହ ସେଠାରେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ୬ଟା ୧୦ ମିନିଟ୍ ସମୟରେ ସେମାନଙ୍କର ଓଷା ଫିଟାଇ ମୌଲବୀଙ୍କ
ଜରିଆରେ ରାତି ସାଢେ ୮ଟା ବେଳକୁ ସମୂହ ନମାଜ ପାଠ କରିବା ସହ ଫଳମୂଳ ଆହାର କରି ଦୁଃଖି ରଙ୍କିକୁ ଦାନ ଧର୍ମ
କରିଥାଆନ୍ତି । ସମଗ୍ର ମୁସଲମାନ ଭାଇଭଉଣୀଙ୍କ ପାଇଁ ଏହି ରମ୍‌ଜାନ ମାସ ସାରା ପୃଥିବୀରେ ଅତୀବ ପବିତ୍ର ମାସ ଅଟେ । #iftarparty #OmmTv #OmTV #KalingaCineArts #Bhubaneswar #NBPC

OMM TV Holy Ramadan or Roja month begins
Bhubaneswar- Ramzan is the ninth month of Islam calendar. Muslim brothers and sisters in this month
Keeps Roja. They don't drink any food or water between sunset before sunrise. Meaning
They fast completely without caring about sun, rain, winter, dew etc. All of them except this one
Night 9 to 10 In all mosques for 30 minutes
Performs Namaz. At this point they are
Should have had an Iftar party. Ananta Narayan Business Association of Bhubaneswar organized an Iftar party under the supervision of Sheikh Ali Azad. In this Iftar party, the secretary of Ananta Narayan Business Association Sheikh Azad Ali along with other members i.e. Mohammad Akhtar, Dildar Mohammad, M. D Karim, Sheikh Aziz and Tuna Sahu chief were present. Eid-ul-Fitr is celebrated after celebrating this festival for a month. They used to offer Namaz five times a day. At this time, all Muslim brothers and sisters should go to their local mosques and clean the mosque premises and perform their Osha Fita by Maulvis every day at 6.30 pm.
Offering group namaz and eating fruits and donating to the needy is religion.
Would have done it. For all Muslim brothers and sisters, this month of Ramadan is the most holy month in the whole world. #iftarparty #OmmTv #OmTV #KalingaCineArts #Bhubaneswar #NBPC