BJD In Hindol NAC : Ommtv

Hindol Nac News

BJD In Hindol NAC : Ommtv
BJD In Hindol NAC : Ommtv
OMM TV (ହିନ୍ଦୋଳ ରତିକାନ୍ତ ଗଡନାୟକ): ଗତ 3 ତାରିଖରେ ହୋଇଥିବା ହିନ୍ଦୋଳ ଏନ୍ଏସି ନିର୍ବାଚନ ରେ ଆଜି ସକାଳ 8 ଟାରୁ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହୋଇଛି। ସମୁଦାୟ 16 ଗୋଟି ୱାର୍ଡ ମଧ୍ୟରୁ ବିଜେଡ଼ି ସର୍ବାଧିକ 11 ଟି ଆସନ ଓ ବିଜେପି 5 ଟି ଆସନ ରେ ବିଜୟ ଲାଭ କରିଛି।4 ଗୋଟି ଆସନ ରେ 4,11,14,16 ୱାର୍ଡ ରେ 9,4,10,7 ଖଣ୍ଡ ଅଧିକ ଭୋଟ ପାଇ ବିଜେଡ଼ି ଜୟଯୁକ୍ତ ହୋଇ ପାରିଛି।ବିଜେଡ଼ି ଚେୟାରମ୍ୟାନ ପ୍ରାର୍ଥୀ କେଶବ ପ୍ରଧାନ 4 20 ଭୋଟ୍ ରେ ଜୟଯୁକ୍ତ ହୋଇଛନ୍ତି। ଭୁବନେଶ୍ବର ଉତ୍ତରା ବିଧାୟକ ସୁଶାନ୍ତ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଦର ବିଧାୟକ ସୁଧୀର କୁମାର ସାମଲ ଙ୍କ ରଣ ନୀତି ରେ ବିଜେଡ଼ି ର ସମ୍ମାନ ରକ୍ଷା ହୋଇ ପାରିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଫଳାଫଳ ଘୋଷଣା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଙ୍କ ନେତୃତ୍ଵରେ ଏକ ବିରାଟ ଶୋଭାଯାତ୍ରା ଏନ୍ଏସି ପରିକ୍ରମା କରୁଛି। କଂଗ୍ରେସ ଦଳ 16 ଟି ୱାର୍ଡ ରୁ 14 ଗୋଟି ସିଟ ରେ ପ୍ରାର୍ଥୀ ଦେଇ ମାତ୍ର 224 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ରେ ରହିଛି। 70 ଖଣ୍ଡ ଭୋଟ୍ ନୋଟା ରେ ଯାଇଛି। #Dhenkanal #Hindol #OmmTv #OmTV #NBPC #vote #Kalingacinearts #BJD
OMM TV (Hindol Ratikant Gadanayak): The result of the Hindol NAC election held on 3rd has been declared from 8 am today. Out of the total 16 wards, BJD has won the maximum 11 seats and BJP has won 5 seats. BJD has won by getting more votes in 4,11,14,16 wards in 4 seats. BJD chairman candidate Keshav Pradhan won by 4 20 votes. It is widely discussed that BJD's honor has been saved under the direct supervision of Bhubaneswar Uttara MLA Sushant Rout and through the war policy o…
See more