ECoR STARTED SWACHHTA PAKHWADA IN A MASSIVE SCALE: Ommtv
East Coast Railway has started the Swachhata Pakhwada in a big way giving special focus on cleanliness at Railway Station premises, Trains, offices, workshops, Maintenance Depots, Railway Hospitals and Railway Residential Areas.General Manager, East Coast Railway Shri Sharad Kumar S
ECoR STARTED SWACHHTA PAKHWADA IN A MASSIVE SCALE: Ommtv
■ Railway Employees took pledge to keep their premises clean and to motivate general public on cleanliness.
■ Planned for fortnight long massive arrangements for Cleanliness Activities.
■ Passengers, students, families, SHGs and other stake holders to participate in various activities during the Swachhta Pakhwada.
East Coast Railway has started the Swachhata Pakhwada in a big way giving special focus on cleanliness at Railway Station premises, Trains, offices, workshops, Maintenance Depots, Railway Hospitals and Railway Residential Areas.General Manager, East Coast Railway Shri Sharad Kumar Srivastava administered oath on Swachhata to the employees & officers at its headquarters at Rail Sadan to maintain Cleanliness and helps to keep their surroundings clean & hygienic.Railway Employees from the lowest level to apex are being participated in the Swachhata Pakhwada. Different programme like Prabhat Pheri, Seminars & Nukkad Natak (Street Play) are being conducted to aware the common people especially to passengers and Rail Users, during the fortnight.East Coast Railway has taken massive awareness programme during the Swachhata Pakhwada by involving passengers, rail users & stake holders, etc. Paintings & Drawing competitions on the theme of Cleanliness, Anti-littering awareness, on-board cleanliness, cleanliness at Washing lines, Railway yards, tracks; cleanliness at work places, cleanliness at water installations including sources of water supply, water taps for drinking water at Stations and availability of water; Cleanliness at all toilet blocks at Railway Stations, Coaching Depots, Trains & surrounding areas will also be conducted during the Swachhata Pakhwada.On the Oath taking programme held today forenoon at Rail Sadan, Employees of ECoR took pledge that they should neither litter nor let others to litter. They will initiate the quest for cleanliness with themselves, teir family, locality, village and their work place. They also took pledge that they believe, that the countries of the world that appear clean are so because their citizens don't indulge in littering nor do they allow it to happen. Principal Chief Mechanical Engineer Shri Manas Kumar Poddar co-ordinated the oath taking ceremony. All Principal Heads of the Departments, Senior officials and staff were present to mark the occasion.
ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ୍ୟ ପାଳନ କରାଯିବ : ଓମଟିଭି
■ ରେଳ କର୍ମଚାରୀମାନେ ସେମାନଙ୍କ ପରିସରକୁ ପରିଷ୍କାର ରଖିବା ସହିତ ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ପାଇଁ ଉତ୍ସାହିତ କରିବାକୁ ପ୍ରତିଶୃତି ଦେଇଛନ୍ତି |
■ ସ୍ୱଚ୍ଛତା କାର୍ଯ୍ୟକଳାପ ପାଇଁ 15 ଦିନର ବ୍ୟାପକ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଛି |
■ ଯାତ୍ରୀ, ଛାତ୍ରଛାତ୍ରୀ, ପରିବାର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନେ ସ୍ୱଚ୍ଛ ପକ୍ଷ୍ୟ ପାଳନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ |
ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳବାଇ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇ ସ୍ୱଚ୍ଛତା ପକ୍ଷକୁ ବ୍ୟାପକ ଭାବେ ପ୍ରାରମ୍ଭ କରାଯାଇଅଛି |
ଏହି ପ୍ରାରମ୍ଭିକ ଦିବସରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟାଳୟ ରେଳସଦନ ଠାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ଶପଥ ପାଠ କରାଇବା ସହିତ ସେମାନଙ୍କ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ଵଛ ରଖିବାକୁ କହିଛନ୍ତି |
ସର୍ବନିମ୍ନ ସ୍ତରରୁ ସର୍ବୋଚ୍ଚ ପର୍ଯ୍ୟନ୍ତ ରେଳ କର୍ମଚାରୀମାନେ ସ୍ୱଚ୍ଛତା ପକ୍ଷ୍ୟରେ ଅଂଶଗ୍ରହଣ କରୁଛନ୍ତି | ଏହି ସମୟ ଅବଧି ତଥା 15 ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ପାଇଁ ପ୍ରଭାତ ଫେରି, ସେମିନାର ଏବଂ ପଥପ୍ରାନ୍ତ ନାଟକ (ଷ୍ଟ୍ରିଟ୍ ପ୍ଲେ) ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି |
ଯାତ୍ରୀ, ରେଳ ବ୍ୟବହାରକାରୀ ଏବଂ ହିତାଧିକାରୀ ଇତ୍ୟାଦି ମାନଙ୍କ ସହିତ ଜଡିତ ହୋଇ ପୂର୍ବ ତଟ ରେଳପଥ ସ୍ୱଚ୍ଛତା ପକ୍ଷ୍ୟ ସମୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଅଛି | ପରିଷ୍କାର ପରିଚ୍ଛନ୍ନତା, ଚଳପ୍ରଚଳ ଅଞ୍ଚଳରେ ଆବର୍ଜନା ନକରିବାକୁ ସଚେତନତା, ଅନ୍-ବୋର୍ଡ ପରିଷ୍କାର ପରିଚ୍ଛନ୍ନତା, ଟ୍ରେନ ରକ୍ଷଣାବେକ୍ଷଣ ଲାଇନରେ ପରିଷ୍କାର ପରିଚ୍ଛନ୍ନତା, ରେଲୱେ ୟାର୍ଡ, ଟ୍ରାକ୍ ଉପରେ ପେଣ୍ଟିଂ କାର୍ଯ୍ୟକଳାପ ସହିତ ଚିତ୍ରାଙ୍କନ ପ୍ରତିଯୋଗିତା; କାର୍ଯ୍ୟକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା, ଜଳ ଯୋଗାଣ ଉତ୍ସ ସହିତ ଜଳ ସ୍ଥାପନରେ ସ୍ୱଚ୍ଛତା, ଷ୍ଟେସନରେ ପାନୀୟ ଜଳ ପାଇଁ ଜଳ ଟ୍ୟାପ୍ ଏବଂ ଜଳର ଉପଲବ୍ଧତା; ରେଳ ଷ୍ଟେସନ, କୋଚିଂ ଡିପୋ, ଟ୍ରେନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୌଚାଳୟ ମାନଙ୍କରେ ସ୍ୱଚ୍ଛତା ଆଣିବା ମଧ୍ୟ ସ୍ୱଚ୍ଛତା ପକ୍ଷ୍ୟ ସମୟରେ କରାଯିବ |
ଆଜି ପୂର୍ବାହ୍ନରେ ରେଳ ସଦନ ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରେଳପଥର କର୍ମଚାରୀ ଓ ଅଧିକାରୀମାନେ ଅପରିଷ୍କାର ନକରିବା କିମ୍ବା ଅନ୍ୟମାନଙ୍କୁ ଅପରିଷ୍କାର କରାଇନଦେବା ପାଇଁ ଶପଥ ନେଇଥିଲେ | ସେମାନେ ନିଜ କାର୍ଯ୍ୟସ୍ଥଳ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିଜ ପରିବାର, ସ୍ଥାନୀୟ ଅଞ୍ଚଳ, ଗ୍ରାମ ଏବଂ ସେମାନଙ୍କର କାର୍ଯ୍ୟ ସ୍ଥାନ ମାନଙ୍କରେ ସ୍ୱଚ୍ଛତା ପ୍ରତି କାର୍ଯ୍ୟକରିବାକୁ ମଧ୍ୟ ଶପଥ ନେଇଛନ୍ତି | କର୍ମଚାରୀମାନେ ମଧ୍ୟ ପ୍ରତିଶୃତି ଦେଇ କହିଛନ୍ତି ଯେ ସେମାନେ ବିଶ୍ୱାସ କରନ୍ତି ଯେ ବିଶ୍ୱରେ ପରିସ୍କାର ପରିଚ୍ଛନ୍ନତା ଦେଖା ଯାଉଥିବା ଦେଶ ଗୁଡିକ ସେମାନଙ୍କର ନାଗରିକ ମାନଙ୍କର ସ୍ୱଚ୍ଛତା ପ୍ରତି କର୍ତ୍ତବ୍ୟନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି | ଶପଥ ଗ୍ରହଣ ସମାରୋହକୁ ରେଳପଥର ମୁଖ୍ୟ ଚିଫ୍ ମେକାନିକାଲ୍ ଇଞ୍ଜିନିୟର ଶ୍ରୀ ମାନସ କୁମାର ପୋଦ୍ଦାର ପରିଚାଳନା କରିଥିଲେ | ଏହି ଅବସରରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ |