ବବିଙ୍କ ଛବି ଏତେ ଖରାପ ଲୋକେ ଜାଣିନଥିଲେ. : Ommtv Round the Clock

ବବିଙ୍କ ଛବି ଏତେ ଖରାପ ଲୋକେ ଜାଣିନଥିଲେ. : Ommtv Round the Clock

ବବିଙ୍କ ଛବି ଏତେ ଖରାପ ଲୋକେ ଜାଣିନଥିଲେ. : Ommtv Round the Clock

ବବିଙ୍କ ଛବି ଏତେ ଖରାପ ଲୋକେ ଜାଣିନଥିଲେ. : Ommtv Round the Clock

ଭୁବନେଶ୍ବର(ଓମ): ବିଜେଡିର ସାଙ୍ଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ସରକାରୀ ଆଲିଶାନ୍ ବାସଭବନ ଭଙ୍ଗାଯାଉଛି। କିଏ ଭାଙ୍ଗୁଛି ଓ କାହିଁକି ଭାଙ୍ଗୁଛି ସେନେଇ କିଛି ସଠିକ ସୂଚନା ନାହିଁ। ଏହି ଘରେ ବିଳାସମୟ କୋଠରୀ ରଙ୍ଗଶାଳା, ଆମୋଦ ପ୍ରମୋଦ ଗୃହଥିବା ଜଣାଯାଇଛି। ଏଠାରେ ନିଜେ ପ୍ରଣବ ପ୍ରକାଶ ଦାସ ଅଣ୍ଡରଗ୍ରାଉଣ୍ଡ ଘର ବି ତୋଳିଥିଲେ। ପ୍ରଣବ ପ୍ରକାଶ ଦାସ ସେହି ଘର ଛାଡ଼ିଛନ୍ତି। ସେହି ଘରେ ସେ କୋଟି କୋଟି ଟଙ୍କାର ଇଣ୍ଟେରିଅର୍ କାମ କରିଥିବା କୁହାଯାଉଛି। ଉକ୍ତ ଘର ଫାଟକରେ ତାଲା ପଡ଼ିଥିବା ବେଳେ ଭିତରେ ଚାଲିଛି ଘର ଭଙ୍ଗାଭଙ୍ଗି। ଏଣେ ଏନେଇ ସରକାରୀ କଳ ବା ପ୍ରଶାସନ କାହିଁକି ଚୁପ୍ ତାକୁ ନେଇ ବି ପ୍ରଶ୍ନ ଉଠିଛି। ଏଣେ ଘଟଣା ପ୍ରଘଟ ହେବା ପରେ ଉକ୍ତ ଘର ଆଗରେ ଲୋକଙ୍କ ଭିଡ଼ ଜମିଛି। ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଣବ ପ୍ରକାଶ ଦାସ ଭୟଭୀତ ହୋଇ ଏଭଳି କାମ କରାଉଥିବା ଚର୍ଚ୍ଚା ହେଉଛି। ସେ ନିଜେ ମଧ୍ୟ ସମ୍ବଲପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପରାଜୟ ବରଣ କରିଥିଲେ। କ୍ୱାର୍ଟର୍ସ ଭଙ୍ଗାକୁ ନେଇ ପ୍ରଣବ ପ୍ରକାଶ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ ନିୟମ ଅନୁସାରେ ଭଙ୍ଗା ଯାଉଛି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଜିଏ ବିଭାଗ ନୋଟିସ କରିଥିଲେ, ୧୫ ସୁଦ୍ଧା କ୍ୱାର୍ଟର୍ସ ଛାଡ଼ିଦେବି। ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି। ସେମାନଙ୍କ ବସାଉଠା ପାଇଁ ଏକ୍ସଟେନ୍‌ସନ୍‌ କରିଥିଲି। ତେବେ ରାଜଧାନୀ ଛାତିଉପରେ ଏକ ସରକାରୀ ଜମି ଉପରେ କିଭଳି ବିଳାଶମୟ ଘର ତିଆରି କରିଥିଲେ ଆହା ଅନୁମତିରେ । ଏବଂ କାହା ଅନମତିରେ ବର୍ତମାନ ଭାଙ୍ଗିଦେଲେ। ଏହା ପଛରେ ଆଉ କିଛି କାରଣ ଅଛିକି। ବବି ଆଉ କିଛି ଏଠାରେ ଲୁଚାଛପା କାମ କରୁଥିଲେ କି। ଫଳରେ ଚୁପଚାପ ଭାଙ୍ଗିଦେଉଛନ୍ତି। ଅନ୍ୟ ପକ୍ଷରେ ପ୍ରଶାସନ ଜାଣିଥିଲା କି ଏଭଳି ସରକାରୀ ଜମିରେ କିପରି ସେ ଆଲିସାନ୍ ବଙ୍ଗଳା କରିଥିଲେ। ‌କିଏ ତାଙ୍କୁ ଅନୁମତି ଦେଇଥିଲା ସରକାରୀ କ୍ବାଟର ଭିତରେ ଏପରି କରିବା ପାଇଁ। ବିଜେଡ଼ି ଶାସନ କରୁଥିଲା ବୋଲି ସେ ମନମୁଖି ଆଇନକୁ ଦଳିଚକଟି ନିଜ ଇଛାରେ କାମ କରୁଥିଲେ। ଏହା ଏବେ ଆଉ ମୋହନ ସରକାରରେ ଚଳିବ ନାହିଁ ଜାଣି ଏପରି ପରୁଛନ୍ତିକି। ଏମିତି ‌ଅନେକ ପ୍ରଶ୍ନ ଆସୁଥିଲା ବେଳେ ବର୍ତମାନ ବବି ଚୁପ୍। ବିଜେଡ଼ିରେ ତାଙ୍କ ଓସଦ ଆଉ କାମ କଲାନାହିଁ ବୋଲି ଭୟକରି ଏପରିକରୁଥିବା ସାଧାରଣ ମହଲରେ ଚର୍ଚ୍ଚା ହେଉଛି। ରାତାରାତି ରୋଜଭ୍ୟାଲି ମାମଲାକୁ ସଲାସୁତୁରା କରି ଚାପିଦେଇଥିବା ଘଟଣା ପଳି ଏହି ଘଟଣାକୁ ବର୍ତମାନ ବବି ଚାପିଦେବାପାଇଁ ସଲାସୁତୁରା କରିବା ଆରମ୍ଭ କରିସାଲେଣି ବୋଲି ସୂଚନା ମିଳୁଛି। ତେବେ ସେ ବୋଧେ ଭୁଲିଯାଉଛନ୍ତି ମୋହନ ସରକାରରେ କାହାକୁ ତ୍ରାହି ନାହିଁ। ସଲାସୁତୁରା ଦୂରକଥା ଆବଶ୍ୟକ ପଡ଼ିଲେ କେଞ୍ଜାଏରୁ ମେଞ୍ଚାଏ କେମିତି ହେଲା ତା’ର ତଦନ୍ତ କରି ବିଜେପି ମାମାୁ ଘରକୁ ଘୋସାଡ଼ିପାରେ ବୋଲି କିଛି ବୁଦ୍ଧିଜିବୀ ଆ‌େଲୋଚନା କରୁଛନ୍ତି। ନବୀନଙ୍କୁ ମୋହରାକରି ରାଜଧାନୀରେ ନିଜର ପତିଆରା ତିଆରି କରିଥିବା ବିଜେଡ଼ିର କିଛି ଚତୁର ନେତା ‌ଏବେ ଆଉ ରାଜଧାନୀ ମାଟି ମାଡ଼ୁ ନାହାଁନ୍ତି। 

The official residence of former BJD MLA Pranab Prakash Das alias Bobby Das is being demolished. There is no information about who is breaking and why. The house is reported to have luxurious rooms, a theater, and amusement houses. Pranab Prakash Das himself built an underground house here. Pranab Prakash Das has left that house. He is said to have done work worth crores of rupees in the house. The door of the house was locked from inside. Why is the government silent on this issue? A large number of people gathered at the spot following the incident. After the defeat of the BJD in the last general elections, there is talk that Pranab Prakash Das is doing this work out of fear. He also contested the Lok Sabha elections from Sambalpur but lost to Union Education Minister Dharmendra Pradhan. Pranab Prakash Das has released a video message regarding the demolition of the quarters. He said it was in violation of the rules. He further said that the GA department had given notice that they would vacate the quarters by 15. Many leaders are coming to meet the BJP. I made an appointment for them. However, how did he build a luxurious house on a government land in the heart of the capital with Aha's permission? And who's broken now. Are there any other reasons behind this? Was there anything else going on here? The silence is broken. On the other hand, the administration knew how he had built Alishan Bungalow on such government land. Who gave him permission to do this? He was acting at his own will by violating the arbitrary law that the BJD was ruling. This will no longer be the case with the Mohan government. There were so many questions, but now it's quiet. There is a talk in the public that he is afraid of not working in the BJD anymore. It is being told that Bobby has started plotting to suppress this incident after the Rose Valley case was solved overnight. However, he seems to forget that there is no one in Mohan's government. Some intellectuals are speculating that if necessary, the BJP can come to Mama's house and investigate how he managed from Kenjai. Some of the clever leaders of the BJD, who made Naveen their capital, are no longer beating the capital.