City University of New York to Establish Achyuta Samanta Research Institute : Ommtv  

City University of New York to Establish Achyuta Samanta Research Institute : Ommtv  

City University of New York to Establish Achyuta Samanta Research Institute : Ommtv  

City University of New York to Establish Achyuta Samanta Research Institute : Ommtv  

Bhubaneswar, Sept 20: The City University of New York today announced the establishment of a research institute in the name of Dr Achyuta Samanta, providing U.S. students with the opportunity to research Odisha's rich art and heritage, as well as exploring Dr Samanta's contributions to the socio-economic development of indigenous communities and his success in the field of education.The Centre will be known as ‘The Achyuta Samanta India Initiative of The CUNY CREST Institute (ASIICCI) at City University of New York’. It will be inaugurated next month by Dr Samanta. The announcement was made by President of Bronx Community College, City University of New York Dr. Milton Santiago, who extended an invitation to Dr. Samanta to inaugurate the new research institute.The City University of New York (CUNY), a public institute, can be compared to the University of Delhi. It comprises 25 colleges and serves a diverse student body from 122 countries. The idea for setting up the institute in the name of Dr Samanta emerged following a visit by CUNY officials to KIIT and KISS, where they were inspired by Dr. Samanta’s achievements in education and his commitment to serving marginalized populations.Accepting the invitation, Dr. Samanta expressed his gratitude and excitement. "This institute is a testament to the work we’ve done at KIIT and KISS. I believe it will encourage more research and understanding of Odisha's culture and my journey," he said.Dr. Santiago highlighted the university's mission: "Education is the key to lifting people out of poverty, and we strive to never turn anyone away." At the event, Alexander McLaren, Public Affairs Officer at the U.S. Consulate General in Hyderabad noted the importance of fostering educational ties between the U.S. and India.Prof Peter Groffman, a leading researcher at CUNY, who has 66000 citations to his credit, stressed the importance of international collaboration in addressing global challenges like climate change.Sita Raiter, Public Diplomacy Officer, US Consulate General Mumbai; Prof. Paramita Sen and Prof. Neal Phillip from the Bronx Community College, City University of New York; Salil Kader, Advisor- Strategic Planning & Public Engagement Public Diplomacy Section, U.S. Consulate General Hyderabad and Prof. Saranjit Singh, Vice Chancellor, KIIT DU also spoke on the occasion.

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର୨୦ ।୯: ଆମେରିକାର ଅନ୍ୟତମ ଖ୍ୟାତି ସମ୍ପନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟରେ ଶିକ୍ଷାବିତ୍‍ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ ଖୁବ୍‍ ଶୀଘ୍ର ଏକ ଗବେଷଣା କେନ୍ଦ୍ର ଖୋଲାଯିବ । ଆସନ୍ତା ମାସରେ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍‍ ଅଫ୍‍ ଦି କ୍ୟୁନି କ୍ରେଷ୍ଟ ଇନ୍‍ଷ୍ଟିଚ୍ୟୁଟ୍‍ (ଏଏସ୍‍ଆଇଆଇସିସିଆଇ) ନାମରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ । ଆଜି କିଟରେ ଏ ନେଇ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ୟୁନି ବିଶ୍ୱବିଦ୍ୟାଳୟର ସଭାପତି ଡ. ମିଲଟନ୍‍ ସାଣ୍ଟିଆଗୋ ଘୋଷଣା କରିଛନ୍ତି । ଏହି ଗବେଷଣା କେନ୍ଦ୍ରରେ ସେହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଓଡ଼ିଶାର କଳାସଂସ୍କୃତିପରମ୍ପରା ଉପରେ ଗବେଷଣାଶିକ୍ଷା ବିନିମୟ ସହ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଗବେଷଣା ଓ ଅଧ୍ୟୟନ କରିବେ ।କ୍ୟୁନି ସଭାପତି ଡ ସାଣ୍ଟିଆଗୋମୁମ୍ବାଇ ଏବଂ ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲଙ୍କ ପ୍ରତିନିଧିଙ୍କୁ ନେଇ ଏକ ୧୫ ଜଣିଆ ପ୍ରତିନିଧିମଣ୍ଡଳ ଗତ କାଲି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ । ସେମାନେ କିଟ୍‍ ଓ କିସ୍‍ ପରିଦର୍ଶନ କରିବା ସହ ଶିକ୍ଷାସମାଜସେବା ଓ ଗବେଷଣା କ୍ଷେତ୍ରରେ କିଟ୍‍ ଓ କିସ୍‍ କାର୍ଯ୍ୟକ୍ରମ ଦେଖି ବେଶ ପ୍ରଭାବିତ ହୋଇଥିଲେ ।ଆସନ୍ତା ମାସରେ କ୍ୟୁନି ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଏଏସ୍‍ଆଇଆଇସିସିଆଇ ଗବେଷଣା କେନ୍ଦ୍ର ଗବେଷଣା କେନ୍ଦ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଡ. ସାଣ୍ଟିଆଗୋ ଆଜି ଶ୍ରୀ ସାମନ୍ତଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ପ୍ରସ୍ତାବରେ ଶ୍ରୀ ସାମନ୍ତ ସମ୍ମତି ପ୍ରକାଶ କରିବା ସହ ପ୍ରଥମ ଥର ପାଇଁ ତାଙ୍କ ନାମରେ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା କେନ୍ଦ୍ର ଖୋଲୁଥିବା ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ । ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଆମେରିକାର ଏକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିନିମୟ ଓ ଗବେଷଣା କରାଯିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଥିଲେ ।ସୂଚନାଯୋଗ୍ୟ ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ ଆମେରିକାର ଅନ୍ୟତମ ବହୁ ପୁରାତନ ଓ ସରକାରୀ ବିଶ୍ୱବିଦ୍ୟାଳୟ । ଭାରତର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଆମେରିକାର କ୍ୟୁନି ବିଶ୍ୱବିଦ୍ୟାଳୟର ବେଶ ନାଁ ଅଛି । ଏଠାରେ ବିଶ୍ୱର ୧୨୨ଟି ଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରୁ ୧୩ଜଣ ନୋବେଲ ବିଜେତା ସୃଷ୍ଟି ହୋଇଛନ୍ତି । କ୍ୟୁନି ବିଶ୍ୱବିଦ୍ୟାଳୟ ଅଧୀନରେ ୨୫ଟି ମହାବିଦ୍ୟାଳୟ ରହିଛି । ଆଜି କାର୍ଯ୍ୟକ୍ରମରେ ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ ପ୍ରତିନିଧି ଆଲେକଜାଣ୍ଡର ମାକ୍‍ ଲର୍ନମୁମ୍ବାଇସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ୍‍ ପ୍ରତିନିଧି ସୀତା ରାଇଟରକିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତକିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟକୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତିକିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରାମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହଲିକୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।