World Kidney Day 2023: KIMS Experts Urge Health Emergency Plan for Kidney Disease Patients During Emergencies : Ommtv

World Kidney Day 2023: KIMS Experts Urge Health Emergency Plan for Kidney Disease Patients During Emergencies : Ommtv

World Kidney Day 2023: KIMS Experts Urge Health Emergency Plan for Kidney Disease Patients During Emergencies : Ommtv

World Kidney Day 2023: KIMS Experts Urge Health Emergency Plan for Kidney Disease Patients During Emergencies : Ommtv

 Bhubaneswar, March 9: Nephrologists at Kalinga Institute of Medical Sciences (KIMS), a constituent of KIIT-DU, have made a strong plea for bringing kidney-related ailments under the ambit of health emergency plans because of recurring natural disasters and other events like the recent pandemic.The appeal came on a day when people the world over are celebrating World Kidney Day to sensitize the masses about the role of the kidney in maintaining a healthy life. KIMS Nephrology Department organised a walkathon in the morning, with the participation of students from KIMS, KINS and KISS.A Continuing Medical Education (CME) was also organised in the afternoon, addressed by Prof Emeritus and renowned nephrologist Dr SC Dash, Prof Nephrology KIMS Dr S. B Rout, Advisor and Senior Consultant Nephrology KIMS Dr AP Pattanaik, HOD Nephrology, AIIMS Bhubaneswar Dr Sandip Panda, HOD Nephrology SCBMCH, Cuttack Prof Dr Aruna Acharya and HOD Nephrology, KIMS, Dr Nikunj Kishore Rout.Pro Vice-Chancellor Prof CBK Mohanty, Principal Brig Prof Dr AP Mohanty, Medical Superintendent KIMS Prof RC Das, Vice-Principal and Prof of Medicine KIMS Dr Subhranshu Patro, HoD Department of Medicine KIMS Prof Dr Lalatendu Mohanty and Prof Dr SB Rout chaired the sessions and also participated in the CME.“We urge the disaster and healthcare management authorities in the Government to include the non-communicable disease, especially kidney disease and renal transplant groups as vulnerable groups during disasters. Secondly, the healthcare system needs to be adaptive, robust and resilient, incorporating the essential public health emergency preparedness elements to function, optimally in and out of an emergency /disaster,” said Dr Nikunj Kishore Rout, HOD Nephrology.“We live in a predictable world which is waiting to plunge itself into health crises or natural disasters. As the rate of natural disasters and other devastating events caused by human activities is increasing day by day, the burden of health and well-being of the non-communicable disease, especially the kidney disease patients have seen an exceptional rise,” Dr Rout said.Conventionally, the health emergency plan did not include kidney or non-communicable disease care. During the COVID-19 pandemic, people living with non-communicable diseases faced worse outcomes than those without. It was because these patients needed sophisticated care, equipment and trained medical staff. Hence during an emergency, were the most vulnerable groups.Underlining the need for a good Public Health Emergency Preparedness (PHEP) Plan, he said that the move could be visualised as a wheel with the outer rim formed by governance and good leadership. The centre or the axis of the wheel is ethics and values and the spokes supporting the health care system are the planning process, collaborative networks, community, engagement, risk analysis, surveillance and monitoring, practice, and experience, resources, building workforce capacity and good communication.

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ : Ommtv
: କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ। ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡ଼ନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ ବିଶ୍ୱବ୍ୟାପୀ କିଡନୀ ଦିବସ ପାଳନ କରାଯାଏ। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସସେସ୍ (କିମ୍‌ସ-ଭୁବନେଶ୍ୱର) ପକ୍ଷରୁ ମଧ୍ୟ ଆଜି ବିଶ୍ୱ କିଡ୍‍ନୀ ଦିବସ ପାଳିତ ହୋଇଥିବା ବେଳେ ସକାଳେ କିମ୍‍ସ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ୪ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଡାକ୍ତର, ପ୍ରଫେସର ଏବଂ ହସ୍ପିଟାଲ କର୍ମଚାରୀ ସାମିଲ ହୋଇଥିଲେ। ଅପରାହ୍ନରେ ଏ ନେଇ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ କିମ୍‌ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରି କହିଲେ, କରୋନା ମହାମାରୀ ସମୟରେ କିଡନୀ ରୋଗୀମାନେ ଚିକିତ୍ସା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାହାକୁ ଦୃଷ୍ଟିରେ ରଖି ବିଶ୍ୱ କିଡନୀ ଯୁଗ୍ମ ପରିଚାଳନା କିମିଟି ବିଶ୍ୱ କିଡନୀ ଦିବସ ୨୦୨୩ର ବିଷୟ ବସ୍ତୁ ‘କିଡନୀ ହେଲଥ୍ ଫର୍ ଅଲ- ପ୍ରିପେୟାରିଙ୍ଗ ଫର ଦ ଅନଏକ୍ସପେକ୍ଟେଡ୍‌, ସପୋର୍ଟିଂ ଦ ଭଲନରେବଲ’ ଉପରେ ଡା. ମହାନ୍ତି ଆଲୋକପାତ କରିଥିଲେ।କିମ୍‍ସ-ଭୁବନେଶ୍ୱର ନେଫ୍ରାଲୋଜି ବିଭାଗ ମୁଖ୍ୟ ଡା. ନିକୁଞ୍ଜ କିଶୋର ରାଉତ କହିଲେ, ଦିନକୁ ଦିନ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଅଣସଂକ୍ରାମକ ରୋଗ ଓ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିଡନୀ ଜନିତ ରୋଗରୁ ବଞ୍ଚିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଆବଶ୍ୟକ। କୋଭିଡ ସମୟରେ ତାଲିମ୍ ପ୍ରାପ୍ତ ଡାକ୍ତର ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିରେ ଯେଉଁ ଚିକିତ୍ସା ସୁବିଧା ମିଳିବା କଥା ସେଥିରୁ କରୋନା ରୋଗୀମାନେ ବଞ୍ଚିତ ହୋଇଥିଲେ। ତେଣୁ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଡନୀ ରୋଗୀଙ୍କୁ ଅସୁରକ୍ଷିତ ଗୋଷ୍ଠୀ ଭାବେ ଅନ୍ତର୍ଭୁକ୍ତ କରାଯିବା ପାଇଁ ବିପର୍ଯ୍ୟୟ ତଥା ସ୍ୱାସ୍ଥ୍ୟସେବା ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ସେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ କିମ୍‌ସ ନେଫ୍ରୋଲୋଜି ବିଭାଗ ପ୍ରଫେସର ଏମେରିଟସ୍ ଡା. ଏସ. ସି ଦାଶ, ଡା. ଏସ.ବି. ରାଉତ, ନେଫ୍ରେଲୋଜି ପରାମର୍ଶଦାତା ଡା. ଏ.ପି. ପଟ୍ଟନାୟକ, ଏମ୍‌ସ ଭୁବନେଶ୍ୱର ନେଫ୍ରୋଲୋଜି ବିଭାଗ ବିଭାଗୀୟ ମୁଖ୍ୟ ଡା. ସନ୍ଦୀପ ପଣ୍ଡା, ଏସ୍‌ସିବି କଟକ ନେଫ୍ରୋଲୋଜି ବିଭାଗ ବିଭାଗୀୟ ମୁଖ୍ୟ ଡ. ଅରୁଣା ଆଚାର୍ଯ୍ୟଙ୍କ ସମେତ କିମ୍‌ସ-ଭୁବନେଶ୍ୱର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଆର.ସି. ଦାସ, ଭାଇସ ପ୍ରିନ୍ସିପାଲ ପ୍ରଫେସର ଡା. ସୁଭ୍ରାଂଶୁ ପାତ୍ର, ମେଡିସନ୍ ବିଭାଗ ପ୍ରପେସର ଲାଲାଟେନ୍ଦୁ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।