ଭଞ୍ଜନଗରେ ଵିଜେଡିର ଶକ୍ତି ପ୍ରଦର୍ଶନ : Ommtv

ଭଞ୍ଜନଗରେ ଵିଜେଡିର ଶକ୍ତି ପ୍ରଦର୍ଶନ

ଭଞ୍ଜନଗରେ ଵିଜେଡିର ଶକ୍ତି ପ୍ରଦର୍ଶନ : Ommtv

ଭଞ୍ଜନଗରେ ଵିଜେଡିର ଶକ୍ତି ପ୍ରଦର୍ଶନ ଆଜି ଭଞ୍ଜନଗରରେ ବିଜୁ ଜନତା ଦଳ (ଵିଜେଡି) ତା'ର ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛି। ଆଜି ପୂର୍ଵାହ୍ନରେଏକବିଶାଳ ବାଇକ୍ ଶୋଭାଯାତ୍ରାରେ ଵିଜେଡିର କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସହର ପରିକ୍ରମା କରି ଭଞ୍ଜନଗରଵାସୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିରେ ଭଞ୍ଜନଗରର ୧୫ ହଜାରରୁ ଉର୍ଦ୍ଧ୍ବ ଯୁବକ ଓ ଛାତ୍ର ସାମିଲ ହୋଇଥିଲେ।ପରେ ଏକ ବିରାଟ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଶ୍ରୀ ସାମନ୍ତ ଓ ଭଞ୍ଜନଗର ବିଧାୟକ ପ୍ରାର୍ଥୀ ଶ୍ରୀ ଆରୁଖ ଉଦବୋଧନ ଦେଇଥିଲେ । ନବୀନ ପଟ୍ଟନାୟକଙ୍କୁ thi ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସହଯୋଗ ଏବଂ ସମର୍ଥନ ଯୋଗାଇ ଦେବାକୁ ସେମାନେ ନିବେଦନ କରିଥିଲେ। ଏହି କର୍ମୀ ସମାବେଶରେ ଭଞ୍ଜନଗର ଏନ୍ଏସି‌ ଓ ଭଞ୍ଜନଗର ବ୍ଲକର ଶହ,ଶହ ବିଜେଡ଼ି କର୍ମୀ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ପଞ୍ଚାୟତର ଙ୍କଗ୍ରେସ ଓ ବିଜେପି କର୍ମୀ ଵିଜେଡିରେ‌ ଯୋଗଦେଇଥିଲେ।

BJD show of strength in Bhanjnagar today Biju Janata Dal (VJD) has started its election campaign in Bhanjnagar. 

Today in the morning, in a huge bike procession, Kandhamal Lok Sabha MP candidate of VJD Achyut Samantha and Bikram Keshari MLA candidate of Bhanjnagar Assembly Constituency circled the city and sought the blessings of Bhanjnagar residents. 

More than 15,000 youth and students of Bhanjnagar were involved in it. Later, a huge one-man conference was held. 

Kandhamal MP candidate Mr. Samantha and Bhanjnagar MLA candidate Mr. Arukh gave speeches. 

They appealed to Naveen Patnaik to extend cooperation and support to both MP and MLA candidates to make him Chief Minister for the sixth time. 

Hundreds of workers of Bhanjnagar NAC and Bhanjnagar block participated in this workers' rally. 

Congress and BJP workers of various panchayats joined the VJD on this occasion.